ବିଜେବି ଫ୍ରେଣ୍ଡସ୍ ପକ୍ଷରୁ ଗାନ୍ଧୀ ଜୟନ୍ତି ପାଳିତ

ଗତ ସୋମବାର ବିଜେବି କଲେଜର ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ” ତରଫରୁ କଲେଜ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଅଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନନୀୟ ଅତୀଥି ଭାବେ ବିରଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସୁଧାକର

ପୂର୍ବତନ ମନ୍ତ୍ରୀ ହରିହର ସିଂହ ମର୍ଦ୍ଦରାଜଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ

ଖଣ୍ଡପଡ଼ାର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସ୍ୱର୍ଗତ ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ରାଜବାଟୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡ଼ାର ପୂର୍ବତନ ବିଧାୟକ, ଯୁବରାଜ ତଥା ସ୍ୱର୍ଗତ ମର୍ଦ୍ଦରାଜଙ୍କ ନାତି ଶ୍ରୀ ସିର୍ଦ୍ଧାର୍ଥଶେଖର ସିଂହ ତାଙ୍କ

ରାଜ୍ୟସ୍ତରୀୟ ଓପନ ପିସ୍ତଲ ସୁଟିଂରେ ବ୍ରୋଞ୍ଜ ଜିତିଲେ ଆଦ୍ରୀଜା

ଛତିଶଗଡ଼ର ରାୟପୁର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ୧୦ ମିଟର ଓପନ ପିସ୍ତଲ ସୁଟିଂ ପ୍ରତିଯୋଗିତାରେ ଓଡ଼ିଶାର ଆଦ୍ରୀଜା କୁମାରୀ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ହେଉଛନ୍ତି ଖଣ୍ଡପଡ଼ା ରାଜପରିବାର ସଦସ୍ୟ ପୂର୍ବତନ ମନ୍ତ୍ରୀ ତଥା ଉପବାଚସ୍ପତି ବିଭୂତି ଭୁଷଣ ସିଂହ ମର୍ଦ୍ଦରାଜଙ୍କ ନାତୁଣୀ । ଶ୍ରୀ