Browsing Category

ମନୋରଞ୍ଜନ

ବିଗବସ ହାଉସରେ ରାହୁଲ ଗାନ୍ଧୀଙ୍କ ଭିଣୋଇଙ୍କ ଏଂଟ୍ରି

ବିଗବସ ୧୩ରେ ଏଂଟ୍ରି ମାରିଛନ୍ତି ଗାନ୍ଧୀ ପରିବାରର ଜାମାତା । ବଲିଉଡ ସୁପରଷ୍ଟାର ଭାଇଜାନ୍ ସଲମାନ ଖାନ୍ ହୋଷ୍ଟ କରୁଥିବା ରିଆଲିଟି ସୋ ବିଗବସ ୧୩ରେ ସାମିଲ ହୋଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ । ୱାଇଲ୍ଡ କାର୍ଡ ଏଂଟ୍ରି ଜରିଆରେ ନିକଟରେ ବିଗବସ ହାଉସରେ ସାମିଲ

ଦ ସ୍ମୋକିଂ ଷ୍ଟାର୍ସ

“ସିଗାରେଟ୍ ସ୍ମୋକିଂ ଇଜ୍ ଇଞ୍ଜୁରିଅସ୍ ଟୁ ହେଲଥ, ଧୂମପାନ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ । ଏହି ବୈଧାନିକ ବାକ୍ୟ ସହ ଆମେ ଓଡିଆ ସିନେ ଜଗତର କିଛି ତାରକାଙ୍କ ସିଗାରେଟ୍ ବିଜ୍ଞାପନ ସମ୍ପର୍କରେ ଅବଗତ କରାଉଛୁ । ଫେମସ୍ ବ୍ରାଣ୍ଡ କ୍ୟାଭେଣ୍ଡର୍ସ ସିଗାରେଟ୍ ବିଜ୍ଞାପନ ପାଇଁ ବେଶ ଚର୍ଚ୍ଚାକୁ

ନୂଆ ଲୁକ୍‌ରେ ଖିଲାଡୀ କୁମାର

ମୁମ୍ବାଇ: ବଲିଉଡ୍‌ର ‘ଖିଲାଡୀ’ ଅକ୍ଷୟ କୁମାର ଏବେ ତାଙ୍କ ଆଗାମୀ ଫିଲ୍ମ ‘ମିଶନ୍‌ ମଙ୍ଗଲ୍‌’କୁ ନେଇ ବହୁତ ବ୍ୟସ୍ତ ଅଛନ୍ତି। ତାଙ୍କର ଏହି ଫିଲ୍ମ ଅଗଷ୍ଟ ୧୫ ତାରିଖରେ ରିଲିଜ୍‌ ହେବ। କିନ୍ତୁ ତା’ ପୂର୍ବରୁ ଅକ୍ଷୟ ତାଙ୍କର ଆଗାମୀ ଫିଲ୍ମ ସମ୍ପର୍କରେ ଘୋଷଣା କରି ଏହାର ପୋଷ୍ଟର ଶେଆର୍

ବିବାହର ଗୋଟିଏ ମାସ ପରେ ସମ୍ପର୍କରେ ଫାଟ

ମୁମ୍ବାଇ () ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ଭାଇ ରାଜୀବ ସେନ ଏବଂ ସ୍ତ୍ରୀ ଚାରୁ ଅସୋପାଙ୍କ ସମ୍ପର୍କରେ ଫାଟ। ବିବାହର ମାତ୍ର ଗୋଟିଏ ମାସ ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଏହା ପଛର କାରଣଟି ହେଲା ଉଭୟ ଉଭୟଙ୍କୁ ଇନ୍ଷ୍ଟାଗ୍ରାମରେ

ଭାରତର ସବୁଠୁ ସୁନ୍ଦରୀ ଅଭିନେତ୍ରୀ, ତାଙ୍କ ପଛରେ ସମସ୍ତେ ଦିୱାନା ଆସନ୍ତୁ ଜାଣିବା …

ମୁମ୍ବାଇ : ଅଭିନେତ୍ରୀ ଅନ୍ବେଷୀ ଜେନ୍‌ ଜଣେ ଏମିତି ଷ୍ଟାର ଯାହାକୁ ଚଳିତ ବର୍ଷ ଗୁଗୁଲରେ ଅଧିକ ସର୍ଚ୍ଚ କରାଯାଇଛି। ୧୯୯୧ ମସିହା ଜୁନ ମାସ ୨୫ ତାରିଖରେ ଅନ୍ବେଷୀଙ୍କ ଜନ୍ମ ମଧ୍ୟପ୍ରଦେଶର ଖଜୁରାହ  ହୋଇଥିଲା। ପ୍ରଥମେ ରେସ୍ତୋରାଣ୍ଟରେ କାମ କରୁଥିଲେ ଅଭିନେତ୍ରୀ ଅନ୍ବେଷୀ। ଏହା ପରେ ସେ

ପ୍ରିୟଙ୍କା ଆମ୍ବାସଡାର ହେବା ଯୋଗ୍ୟ ନୁହଁ

ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କିଛିଦିନ ତଳେ ମିଆମୀରେ ତାଙ୍କ ଜନ୍ମଦିନ ପାଳିଥିଲେ। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଫଟୋରେ ପ୍ରିୟଙ୍କା-ନିକ୍ ସମୁଦ୍ର କୂଳରେ ରୋମାନ୍ସ କରୁଥିବା ନଜର ଆସିଥିଲା। ଫଟୋକୁ କିଛି ଫ୍ୟାନ୍ ପସନ୍ଦ କରିଥିବାବେଳେ ଆଉ କିଛି

ଏହି ଅଭିନେତାଙ୍କ ବିରୋଧରେ ମାମଲା ରୁଜ୍ଜୁ

ମୁମ୍ବାଇ() ଭୋଜପୁରୀ ଷ୍ଟାର ପୱନ ସିଂହଙ୍କ ବିରୋଧରେ ରୁଜ୍ଜୁ ହୋଇଛି । ୨୫ ବର୍ଷ ବୟସ୍କା ଅଭିନେତ୍ରୀଙ୍କୁ ସୋସିଆଲ ମିଡିଆରେ ଯୌନ ନିର୍ୟାତନା ଅଭଯୋଗ କରିଛନ୍ତି। ଏନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ମୁମ୍ବାଇ ପୋଲିସ ଅଧିକାରୀଙ୍କ ନିକଟରେ ଅଭିନେତ୍ରୀ ଅଭିଯୋଗ କରିଛନ୍ତି