ଭିଜିଲାନ୍ସ ଜାଲରେ ସରପଞ୍ଚ

କଳାହାଣ୍ଡି : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସରପଞ୍ଚଙ୍କ ଘର ଓ ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସର ଚଢାଉ । କର୍ଲାମୁଣ୍ଡା ବ୍ଲକ୍ ରିଞ୍ଜ ପଚାଂୟତ ସରପଞ୍ଚ ଭୋଜବନ୍ତୀ ସାହୁଙ୍କ ବାସଗୃହ ଓ ପଚାଂୟତ କାର୍ଯ୍ୟାଳୟରେ ଚଢାଉ ଜାରି । କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ୍ ମହାନନ୍ଦଙ୍କ ନେତୃତ୍ଵରେ ଟିମ୍ ର ଚଢାଉ । ସରପଞ୍ଚ ବିରୋଧ ରେ ସରକାରୀ ଯୋଜନାର ଅନୁଦାନ ଦୁର୍ନୀତି କରି ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା ।