ବାତ୍ୟା ଅଂଚଳର ସ୍ଥିତି ସମୀକ୍ଷା କଲେ ଡିଆଇଜି

ବାତ୍ୟା ଅମ୍ପନ ଉପକୂଳ ମୁହାଁ ହେଉଥିବା ବେଳେ ତାଳଚୁଆ ମେରାଇନ ରେ ସ୍ଥିତି ସମୀକ୍ଷା କଲେ ଡିଆ ଇଜି ଆଶିଷ ସିଂ , କେନ୍ଦ୍ରାପଡା ଏସ୍ପି ନୀତିଶେଖର , ତାଳଚୁଆ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ୍ ତାଳଚୁଆ ଅଞ୍ଚଳରେ ସ୍ଥିତି ସମୀକ୍ଷା କରିବା ସହିତ ଲୋକ ମାନଙ୍କୁ କିଛି ଶୁଖିଲା ଖାଦ୍ୟ ଦେବା ସହିତବାତ୍ୟା ଆଶ୍ରୟ ସ୍ତଳୀ କୁ ଯିବା ପାଇଁ ପରାମର୍ଶ ଦେଇଥିଲେ