ବାତ୍ୟାଞ୍ଚଳରେ ଡିଆଇଜି ଆଶିଷ ସିଂଙ୍କ କାର୍ଯ୍ୟକୁ ଏସଆରସିଙ୍କ ପ୍ରଶଂସା

କେନ୍ଦ୍ରାପଡ଼ା ବାତ୍ୟାଞ୍ଚଳରେ ଡିଆଇଜି ଆଶିଷ ସିଂ, ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀ ଯିବାକୁ କରୁଛନ୍ତି ନିବେଦନ, ସାଙ୍ଗରେ ଅଛନ୍ତି କେନ୍ଦ୍ରାପଡ଼ା ଏସପି ।
ଆଶିଷ ସିଂଙ୍କ କାର୍ଯ୍ୟକୁ ଟ୍ୱିଟ କରି ପ୍ରଶଂସା କରିଛନ୍ତି ସ୍ପେଶାଲ ରିଲିଫ କମିଶନର ପ୍ରଦୀପ କୁମାର ଜେନା ।