Browsing

Video

ବାତ୍ୟାଞ୍ଚଳରେ ଡିଆଇଜି ଆଶିଷ ସିଂଙ୍କ କାର୍ଯ୍ୟକୁ ଏସଆରସିଙ୍କ ପ୍ରଶଂସା

କେନ୍ଦ୍ରାପଡ଼ା ବାତ୍ୟାଞ୍ଚଳରେ ଡିଆଇଜି ଆଶିଷ ସିଂ, ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀ ଯିବାକୁ କରୁଛନ୍ତି ନିବେଦନ, ସାଙ୍ଗରେ ଅଛନ୍ତି କେନ୍ଦ୍ରାପଡ଼ା ଏସପି । ଆଶିଷ ସିଂଙ୍କ କାର୍ଯ୍ୟକୁ ଟ୍ୱିଟ କରି ପ୍ରଶଂସା କରିଛନ୍ତି ସ୍ପେଶାଲ ରିଲିଫ କମିଶନର ପ୍ରଦୀପ କୁମାର ଜେନା ।

ସୋଆ ବିଶ୍ୱବିଦ୍ୟାଳୟ – କୋଭିଡ୍‌ ୧୯ ଯୁଦ୍ଧରେ ପ୍ରମୁଖ ଭୂମିକାରେ

ଭୁବନେଶ୍ୱର, ମେ 3: ମନ ଜିଣୁଛି ସୋଆ ବିଶ୍ୱବିଦ୍ୟାଳୟ ଦ୍ୱାରା କରୋନା ସଚେତନତା କୁ ନେଇ ପ୍ରସ୍ତୁତ ହୋଇଥିବା ଭିଡ଼ିଓ । କୋଭିଡ 19 ଯୁଦ୍ଧରେ ପ୍ରମୁଖ ଭୂମିକା ନେଇଥିବା ସୋଆ ଜନସାଧାରଣଙ୍କୁ ସତର୍କ ଓ ସଚେତନ କରିବା ନିମନ୍ତେ ଏହି ଭିଡିଓ ପ୍ରସ୍ତୁତ କରିଛି । ଭିଡିଓ ଟି ରିଲିଜ ହେବା ପରେ