Browsing Category

ଦେଶ ବିଦେଶ

ମହାନାୟକ ମହାମାରୀ ସଂକ୍ରମିତ

ବଲିଉଡ ମହାନାୟକ ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭୭ ବର୍ଷୀୟ ଅମିତାଭ ବଚ୍ଚନ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ଅମିତାଭ ଟ୍ଵିଟ୍ରେ

ଫେବୃୟାରୀ ୧ରୁ ଆରମ୍ଭ ହେବ ପ୍ରଥମ ସୋଆ ଲିଟେରାରୀ ଫେଷ୍ଟିଭାଲ୍‌

ଦେଶର ବିଶିଷ୍ଟ ସାହିତ୍ୟିକ ଓ କବି ଏକତ୍ରିତ ହେବାକୁ ଯାଉଛନ୍ତି ସୋଆ ସାହିତ୍ୟ ଉତ୍ସବ (ସୋଆ ଲିଟେରାରୀ ଫେଷ୍ଟିଭାଲ୍‌)ରେ । ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଥିବା ଏହି ସାହିତ୍ୟ ଉତ୍ସବରେ ସାମ୍ପ୍ରତିକ ପରିସ୍ଥିତିରେ ଭାରତୀୟ ଭାଷା ଓ

ମେହବୁବା ମୁଫତି ଗିରଫ

ଶ୍ରୀନଗର() ଗିରଫ ହେଲେ ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଗତକାଲି ଠାରୁ ନଜରବନ୍ଦୀରେ ଥିଲେ ମେହବୁବା । ଗିରଫ ହେବା ପରେ ମେହବୁବାଙ୍କୁ ଗେଷ୍ଟ ହାଉସ ନିଆଯାଇଛି । କେନ୍ଦ୍ର ସରକାର ଜାମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ କରିବା ସହ

୩୭୦ଧାରା ଉଚ୍ଛେଦକୁ ସମର୍ଥନ କଲା ବିଜେଡ଼ି

ନୂଆଦିଲ୍ଲୀ () ଜାମ୍ମୁ କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ ଓ ଏହାର ପୁର୍ନଗଠନକୁ ବିଜୁ ଜନତା ଦଳ ସମର୍ଥନ କରିଛି। ଏନେଇ ବିଜେଡି ସଂସଦ ପ୍ରସନ୍ନ ଆଚାର୍ୟ୍ୟ ସାଂସଦରେ ଆଲୋଚନାରେ ଅଂଶଗ୍ରହଣ କରି କେନ୍ଦ୍ର ସରକାରଙ୍କ ଏଭଳି ଏକ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଭୂରିଭୂରି ପ୍ରଶଂସା

୩୭୦ ବଳରେ ଜାମ୍ମୁ-କାଶ୍ମୀରକୁ ମିଳିଛି ସ୍ୱତନ୍ତ୍ର ପାହ୍ୟା

ଜମ୍ମୁ-କଶ୍ମୀର ଏବେ ରାଜ୍ୟର ମାନ୍ୟତା ହରାଇବା ସହିତ ଧାରା ୩୭୦ ଅନୁସାରେ ଏହାର ବିଶେଷ ରାଜ୍ୟ ମାନ୍ୟତା ମଧ୍ୟ ହଟାଇ ଦିଆଯାଇଛି। ଅମିତ ଶାହ ରାଜ୍ୟ ସଭାରେ ସରକାରଙ୍କ ଯୋଜନା ସୋମବାର ଉପସ୍ଥାପନ କରିଛନ୍ତି। ଜମ୍ମୁ-କଶ୍ମୀରରେ ପ୍ରଚଳିତ ଧାରା ୩୭୦କୁ ହଟାଇବା ସହିତ ପୁନର୍ଗଠନ ବିଧେୟକକୁ ମଧ୍ୟ

କଶ୍ମୀରରେ ୧୪୪ ଧାରା ଜାରି

ଶ୍ରୀନଗର () ଜମ୍ମୁ-କାଶ୍ମୀରକୁ ନେଇ ଆସିବ କି କିଛି ବଡ ନିଷ୍ପତ୍ତି? ସୋମବାର ସକାଳ ସାଢେ ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନରେ ବସିବ କ୍ୟାବିନେଟ ବୈଠକ । ସମଗ୍ର କଶ୍ମୀରରେ ମୋବାଇଲ ଏବଂ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। କ୍ରିମିନାଲ ପ୍ରୋସିଜିଓର କୋଡ୍ର

ନୂଆଁ ତିନି ତଲାକ୍ ଆଇନରେ ପ୍ରଥମ ମାମଲା ରୁଜୁ

ତିନି ତଲାକ୍ ଆଇନ ହେବା ପରେ ପ୍ରଥମ ମାମଲା ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ରୁଜୁ ହୋଇଛି । ମଥୁରାର କୋଷେଇପଳା ସହରରେ ରହୁଥିବା ମହିଳା ଜୁରମତଙ୍କୁ ହରିଆନାର ଇକରାମଙ୍କ ଝଗଡ଼ା ହେବାରୁ ମାମଲା ସମାଧାନ କରିବାକୁ ଉଦ୍ୟମ କରୁଥିବାବେଳେ ଥାନା ସମ୍ମୁଖରେ ସେ ତିନି ତଲାକ୍ ଦେଇଥିଲେ ।