Browsing Category
ଖେଳ
ଜୀବନ ଥିବା ପର୍ଯ୍ୟନ୍ତ ହକି ଖେଳୁଥିବି : ଡୋମିନିକ ଟୋପୋ
ଦେଖିବାକୁ ସେ ୨୫ ରୁ ୩୦ ବର୍ଷ ଯୁବା ଭଳି । ମନରେ ଅଦମ୍ୟ ସାହସ ଓ ଆଗ୍ରହ । ସ୍ୱପ୍ନ ଥିଲା ବଡ ଖେଳାଳି ହେବାକୁ କିନ୍ତୁ ସଠିକ୍ ପଥ ନ ମିଳିବାରୁ ଆଜି ସେ ମାଗଣାରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ନିଜ ସ୍ୱପ୍ନକୁ ସାକାର କରି ନଥିଲେ ମଧ୍ୟ ସେହି ସ୍ୱପ୍ନ ମାଧ୍ୟମରେ ଅନେକ ଛାତ୍ରଛାତ୍ରୀ!-->…
ସର୍ବ କନିଷ୍ଠ ଫୁଟବଲ୍ ଖେଳାଳି ଲୁକା ରୋମେରୋ
ସ୍ପାନୀଶ ପ୍ରଫେସ୍ନାଲ୍ ଲିଗ୍ରେ ସର୍ବକନିଷ୍ଠ ଫୁଟବଲ୍ ଖେଳାଳି ଭାବେ ଖେଳିବାରେ ରିଅଲ୍ ମାଲୋର୍କାର ଲୁକା ରୋମେରୋ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ସେଭିଲାରେ ଖେଳାଯାଇଥିବା ସେଲ୍ଟା ଭିଗା ବିପକ୍ଷ ମ୍ୟାଚ୍ରେ ଲା ଲିଗାରେ ପଦାର୍ପଣ କରିଥିବା ଲୁକା ୧୫ ବର୍ଷ ୨୧୯ ଦିନରେ ପଦାର୍ପଣ କରି ୮୧!-->…
କାରିବିୟନ୍ ପ୍ରିମିୟର ଲିଗ୍ ପାଇଁ ସନ୍ନ୍ୟାସ ନେବେ ତାମ୍ବେ
ବିଦେଶୀ ପ୍ରିମିୟର ଲିଗ୍ରେ ଖେଳିବା ଖେଳାଳିଙ୍କ ପାଇଁ ସହଜ ନୁହେଁ, ଏଥିପାଇଁ ଖେଳାଳିଙ୍କୁ ସନ୍ନ୍ୟାସ ନେବାକୁ ପଡ଼ିଥାଏ । ଏପରି ଜଣେ ଭାରତୀୟ କ୍ରିକେଟର ତଥା ସ୍ପିନର୍ ପ୍ରବୀଣ ତାମ୍ବେ କାରିବିୟନ୍ ପ୍ରିମିୟର ଲିଗ୍ (ସିପିଏଲ) ପାଇଁ ସନ୍ନ୍ୟାସ ନେବେ ବୋଲି ଏକ ରିପୋର୍ଟରୁ ଜଣାପଡିଛି ।
!-->!-->!-->…
କଷ୍ଟରେ ଜିତିଲା ଭାରତ
ଲୌଡରହିଲ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ଭାରତ ୪ ୱିକେଟ୍ରେ ଜିତି ନେଇଛି। ବିଶ୍ବକପ୍ ପରେ ଉଭୟ ଦଳ ଖେଳିଥିବା ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଶନିବାର ୯୬ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାକୁ ଭାରତ ୧୭.୨ ଓଭରରେ ୬ ୱିକେଟ୍ ହରାଇ ହାସଲ କରି ନେଇଥିଲା। ତା’ ସହ ତିନି!-->…
ଇଂଲଣ୍ଡକୁ ୯୦ ରନ୍ ଅଗ୍ରଣୀ
ବର୍ମିଂହାମ: ପ୍ରଥମ ଆସେସ୍ ଟେଷ୍ଟ୍ରେ ଇଂଲଣ୍ଡକୁ ପ୍ରଥମ ପାଳିରେ ୯୦ ରନ୍ର ମହତ୍ବପୂର୍ଣ୍ଣ ଅଗ୍ରଣୀ ମିଳିଛି। ଅଷ୍ଟ୍ରେଲିଆର ୨୮୪ ରନ୍ ଜବାବରେ ଘରୋଇ ଦଳ ୩୭୪ ରନ୍ କରିଛି। ତୃତୀୟ ଦିନ ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ଦ୍ବିତୀୟ ପାଳିରେ ୩ ୱିକେଟ୍ ହରାଇ ୧୨୪ ରନ୍ କରିଥିଲା। ହାତରେ ୭!-->…
ଷ୍ଟିଫାନି ପ୍ରଥମ ମହିଳା ରେଫରି, ୟୁଇଏଫ୍ଏ ସୁପର କପ୍ ପରିଚାଳନା କରିବେ
ଇସ୍ତାନବୁଲ୍: ଷ୍ଟିଫାନି ଫ୍ରାପର୍ଟ ୟୁଇଏଫ୍ଏ ସୁପର କପ୍ ପରିଚାଳନା କରିବାରେ ପ୍ରଥମ ମହିଳା ରେଫରି ହେବେ। ଏହି ୩୫ ବର୍ଷ ବୟସ୍କା ଫ୍ରାନ୍ସ ମହିଳା ଚଳିତ ମାସ ଅଗଷ୍ଟ ୧୪ ତାରିଖରେ ଇସ୍ତାନବୁଲ୍ରେ ଲିଭରପୁଲ୍ ଓ ଚେଲ୍ସି ସୁପର କପ୍ ମୁକାବିଲାକୁ ପରିଚାଳନା କରିବେ। ସୁପର କପ୍ ମ୍ୟାଚ୍!-->…
ପ୍ରତିଟି ସକାଳ ଖରାପ ଲାଗୁଥିଲା: କୋହଲି
ଫ୍ଲୋରିଡ଼ା: ବିଶ୍ବକପ୍କୁ ୩ ସପ୍ତାହ ବିତିଗଲାଣି। କିନ୍ତୁ ସେମିଫାଇନାଲରେ ନ୍ୟୁଜିଲାଣ୍ଡ୍ ନିକଟରୁ ପରାଜୟକୁ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ହଜମ କରିପାରିନାହାନ୍ତି। ଏବେ ବି ତାଙ୍କ ମନରେ କଷ୍ଟ ଓ ଦୁଃଖ ଭରି ରହିଛି। ଶନିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ!-->…
ରସେଲ ଶୃଙ୍ଖଳାରୁ ଓହରିଲେ, ଗ୍ଲୋବାଲ ଟ୍ବେଣ୍ଟି-୨୦ ଖେଳିଲେ
ଫ୍ଲୋରିଡ଼ା ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଅନ୍ଦ୍ରେ ରସେଲ ଭାରତ-ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ରୁ ଓହରି ଯାଇଛନ୍ତି। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଏକ ଘରୋଇ ଲିଗ୍ ଖେଳିବା ଜାରି ରଖିଛନ୍ତି। କାନାଡାରେ ଚାଲିଥିବା ଗ୍ଲୋବାଲ ଟ୍ବେଣ୍ଟି-୨୦ ଲିଗ୍ର ଏକ ମ୍ୟାଚ୍ ଅବସରରେ!-->…