Browsing Category
ରାଜନୀତି
ଦୁଇ ମହାରାଜାଙ୍କ ସହ ଚାଲ ଖେଳୁଥିଲେ କମଲନାଥ । ଗୋଟି ଚଳାଇଦେଲେ ଜ୍ୟୋତିରାଦିତ୍ୟ
ପିତାଙ୍କ ଦେହାନ୍ତ ପରେ ହାତ ଧରିଥିଲେ, ପିତାଙ୍କ ଜନ୍ମ ଜୟନ୍ତୀରେ ହାତ ଛାଡିଲେ । ଦୀର୍ଘ 18 ବର୍ଷ ତଳେ ନିଜ ପିତା ମାଧବ ରାଓ ସିନ୍ଧିଆଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ପଥ ଅନୁସରଣ କରି କଂଗ୍ରେସର ହାତ ଧରିଥିଲେ ତାଙ୍କ ସୁପୁତ୍ର ଜ୍ୟୋତିରାଦିତ୍ୟ ସିନ୍ଧିଆ ।
ତେବେ 18 ବର୍ଷ ପରେ!-->!-->!-->!-->!-->…
ଜନ୍ମଦିନରେ ଜାଣନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜୀବନ ସହ ଜଡ଼ିତ ରୋଚକ ତଥ୍ୟ
ମଧ୍ୟପ୍ରଦେଶର ଗ୍ୱାଲିୟର ମହାରାଜା ତଥା ସିନ୍ଧିଆ ରାଜପରିବାର ପ୍ରମୁଖ ସଦସ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ଆଜି ହେଉଛି ଜନ୍ମଦିନ । ୪୯ ବର୍ଷୀୟ ଜ୍ୟୋତିରାଦିତ୍ୟ କଂଗ୍ରେସର ଜଣେ ଆଗଧାଡିର ନେତା ମଧ୍ୟ । ୧୯୭୧ ମସିହା ଜାନୁଆରୀ ୧ତାରିଖରେ ଜନ୍ମଗ୍ରହଣ କରିଥିବା ସିନ୍ଧିଆ ରାଜପରିବାରର ଦାୟାଦ!-->…
ଅନୁଭବ ବାବୁ କାହିଁକି ଏତେ ରାଗ ?
କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କର ଓଟିଭି ସାମ୍ବାଦିକଙ୍କ ସହ ବଚସା, ତାଙ୍କୁ ଦୁର୍ବ୍ୟବହାର ଏବଂ ତାଙ୍କୁ କ୍ୟାମେରା ଆଗକୁ ଟାଣିଆଣିବାର ଦୃଶ୍ୟକୁ ନେଇ ଚାଲିଛି ଅନେକ ଚର୍ଚ୍ଚା | ସାମ୍ବାଦିକମାନଙ୍କୁ ଏହା ବେଶୀ ବିଚଳିତ କରୁଛି | ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ସାମ୍ବାଦିକମାନେ!-->…
Sardar Vallabhbhai Patel and the Privy purse
Today is the Birth anniversary of Iron Man of India Sardar
Vallabhbhai Patel. His birth anniversary is celebrated as Rashtriya Ekta Diwas.
Sardar Vallabhbhai Patel was given the mammoth task of the political
integration of India and is!-->…
ଗାନ୍ଧୀଙ୍କ ପାଇଁ ବିଜେପି କଂଗ୍ରେସ ମୁହାଁମୁହିଁ
ଭୁବନେଶ୍ବର() ଆଜି ଶୂନ୍ୟକାଳରେ ଗାନ୍ଧୀଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ । କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ବିଜେପି ନେତା ବିଷ୍ଣୁ ସେଠୀ ଗୃହରେ କଥା କଟାକଟି ମଧ୍ୟ ହୋଇଛନ୍ତି ।
ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ୍ ଗଡ଼୍ସେକୁ ନେଇ ଆଜି!-->!-->!-->…
ରାଜନୀତିରେ ବିଜୟଙ୍କ ରାସ୍ତା ସିଲ
ଭୁବନେଶ୍ବର () ବିଜୁ ଜନତା ପାଟକୁରା ନିର୍ବାଚନ ଜିତିବା ଆଜିକା ଦିନରେ ସେତିକି ମହତ୍ବପୂର୍ଣ୍ଣ ନୁହେଁ । କାରଣ ନିର୍ବାଚନ ତାରିଖ ଘୋଷଣା ହେବା ଦିନରୁ ହିଁ ରାଜନୈତିକ ପାଣିପାଗ ବିଜେଡି ସପକ୍ଷରେ ଥିଲା । ବର୍ତ୍ତମାନ ସ୍ଥିତିରେ ନିର୍ବାଚନ ହାରିବା ପରେ 68 ବର୍ଷିୟ ଏହି ରାଜନୈତିକ!-->…