Browsing Category

ଲାଇଫଷ୍ଟାଇଲ

ରକ୍ଷା ବନ୍ଧନରେ କେଉଁ ରଂଗର ରାକ୍ଷୀ ବାନ୍ଧିବେ ଓ କେଉଁ ମିଠା ଖୁଆଇବେ

ରାକ୍ଷୀ ପୂର୍ଣ୍ଣିମା ଏମିତି ଗୋଟେ ପର୍ବ ଯାହା ଭାଇ ଓ ଭଉଣୀର ପର୍ବ ଅଟେ । ଏହା ହିନ୍ଦୁମାନଙ୍କ ବହୁତ ପ୍ରମୁଖ ପର୍ବ । ଏହି ଦିନ ଭଉଣୀ ନିଜ ଭାଇ ହାତରେ ପ୍ରେମ ରାକ୍ଷୀ ବାନ୍ଧିଥାଏ ଓ ଭଗବାନ ପାଖରେ ନିଜ ଭାଇର ସୁଖୀ ଜୀବନ ପାଇଁ କାମନା କରିଥାଏ । ଭାଇ ଭଉଣୀକୁ ସଦେବ ରକ୍ଷା କରିବା ପାଇଁ ବଚନ

ଶାରୀରିକ ବ୍ୟାୟାମରୁ ଦୂରରେ ଭୁବନେଶ୍ୱରର ୫୯ ପ୍ରତିଶତ ଲୋକ

ଭୁବନେଶ୍ୱର, ୦୩/୯: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ୧୦ ଲକ୍ଷରୁ ଅଧିକ । ତେବେ ରାଜଧାନୀ ବାସୀ ଶାରୀରିକ ଭାବେ ଚଂଚଳ ନୁହଁନ୍ତି । ଭୁବନେଶ୍ୱରର ୫୯ ପ୍ରତିଶତରୁ ଅଧିକ ଲୋକ ନିଜ ଶାରୀରକ ବ୍ୟାୟାମ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ରାଜଧାନୀର ଜନସଂଖ୍ୟାର ମାତ୍ର ୧୬ ପ୍ରତିଶତ

ଜାଣନ୍ତୁ କେଉଁସବୁ ଖାଦ୍ୟ ମଧୁମେହ ରୋଗୀଙ୍କ ଲାଗି ଲାଭଦାୟକ

ମଧୁମେହରେ ପୀଡିତ ଲୋକ ଧଳା ଚାଉଳର ବଦଳରେ ବ୍ରାଉନ୍‌ ରଙ୍ଗର ଭାତ ଖାଇବା ସ୍ୱାସ୍ଥ୍ୟ ଲାଗି ଅଧିକ ହିତକାରକ । ଏହାର କାରଣ ହେଲା ଏଥିରେ ଗ୍ଲାଇସୋମିକ୍‌ ଇଣ୍ଡେକ୍ସ କମ୍‌ ହୋଇଥାଏ , ଯାହାକି ବ୍ଲଡସୁଗାରର ମାତ୍ରାକୁ ବୃଦ୍ଧି କରିବାକୁ ଦିଏ ନାହିଁ। ତେବେ ବ୍ରାଉନ୍‌ ଭାତରେ

ରକ୍ତରେ ଆଇରନ୍‌ର ଅଭାବକୁ ଦୂର କରିବା ପାଇଁ ଆଜିଠାରୁ ଏହି ସବୁ ଫଳ ଖାଇବା ଆରମ୍ଭ କରନ୍ତୁ

ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଖାଇବା ପିଇବାରେ ଠିକ୍‌ ଠିକଣା ରହୁ ନ ଥିବାରୁ ଶରୀରରେ ଅନେକ ସମସ୍ୟା ଦେଖାଦେଉଛି । ସନ୍ତୁଳିତ ଏବଂ ପୋଷକ ତତ୍ତ୍ୱରେ ଭରପୂର ଥିବା ଖାଦ୍ୟ ଲୋକମାନେ ଖାଇବାରୁ ବଞ୍ଚିତ ହେଉଥିବାରୁ ସେମାନଙ୍କ ରକ୍ତରେ ଆଇରନ୍‌ର ଅଭାବ ଦେଖା ଦେଉଛି । ଠିକ୍‌ ଭାବରେ ଖାନ୍ୟ ଖାଉ ନ

ଏହି ଫଳ ଯେଉଁଭଳି ସୁଆଦିଆ, ଏହାର ପତ୍ର ବି ସେହିଭଳି ଦେହପାଇଁ ବହୁତ ଭଲ!

ଆମ୍ବ ପାଟିକୁ ଯେଉଁଭଳି ସୁଆଦିଆ , ସେହିଭଳି ଭାବେ ଦେହକୁ ମଧ୍ୟ ହିତ। ଆପଣମାନେ ହୁଏତ ଆମ୍ବ ଫଳର ଫାଇଦା ବିଷୟରେ ଜାଣିଥିବେ ହେଲେ ଏହାର ପତ୍ର ମଧ୍ୟରେ ରହିଥିବା ଫାଇଦା ବିଷୟରେ ଜାଣିି ନଥିବେ , ଯାହାକୁ ଆଜି ଆମେ ଆପଣଙ୍କୁ ଜଣାଇବୁ। ଆସନ୍ତୁ ଜାଣିବା ଆମ୍ବ ପତ୍ରରେ ରହିଥିବା ଫାଇଦା

ଆପଣ ଅସୁସ୍ଥ ହୋଇ ପଡୁଛନ୍ତି କି? ରାତିରେ ଏହି ସବୁ ଖାଦ୍ୟ ଖାଇବା ତ୍ୟାଗ କରନ୍ତୁ, ରୋଗରୁ ମିଳିବ ମୁକ୍ତି

ମୃତ୍ୟୁ ଧୃବ ସତ୍ୟ। ତାହାକୁ କେହି ବି ବଦଳାଇ ପାରିବେ ନାହିଁ। ମାତ୍ର ଅସୁସ୍ଥ ହୋଇ ଅକାଳ ମରଣ କାହାକୁ ବା ଭଲ ଲାଗେ! ଆମେ ଭାବନ୍ତି କାହାକୁ କେଉଁ ରୋଗ ହେବ ତାହା କେହି ଜାଣେନା। ଏକଥା କିଛି ମାତ୍ରାରେ ଠିକ୍‌। ହେଲେ ଏକଥା ବି ଭାବନ୍ତୁ ଯେ ଅନେକ ରୋଗ ପାଇଁ ଆମେ ନିଜେ ଦାୟୀ ହୋଇଥାନ୍ତି।

ମଧୁମେହ ସହ ଏହି ସବୁ ଶାରୀରିକ ସମସ୍ୟାକୁ ଦୂର କରିଥାଏ କଖାରୁ ମଞ୍ଜି

କଖାରୁ ଏକ ଏମିତି ପରିବା ଯାହାକୁ ଅନେକ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ କଖାରୁ ଏବଂ ତାର ମଞ୍ଜିରୁ ଯେଉଁ ସବୁ ଲାଭ ଶରୀରକୁ ମିଳେ, ସେ ସବୁ ବିଷୟରେ ଜାଣିବା ପରେ ଆପଣମାନେ ନିଶ୍ଚୟ ଖାଇବା ଆରମ୍ଭ କରିବେ । ଆସନ୍ତୁ ଜାଣିବା ଏଥିରୁ ମିଳୁଥିବା ଫାଇଦା ବିଷୟରେ… ୧. କଖାରୁ