ସନ୍ଧ୍ୟା ୬ଟାରେ ଦେଶକୁ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ

ଆଜି  ଅର୍ଥାତ ମଙ୍ଗଳବାର ସନ୍ଧ୍ୟା ୬ଟାରେ ଦେଶକୁ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଟ୍ୱିଟ  ଜରିଆରେ ସୂଚନା ଦେଇଛନ୍ତି|

ପ୍ରଧାନମନ୍ତ୍ରୀ ଟ୍ଵିଟ ରେ କହିଛନ୍ତି ଯେ  ‘ଆଜି ସନ୍ଧ୍ୟା ୬ଟାରେ ଦେଶକୁ ସନ୍ଦେଶ ଦେବି । ଆପଣମାନେ ନିଶ୍ଚୟ ଯୋଗଦେବେ |

କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ବହୁବାର ଦେଶକୁ ସମ୍ବୋଧିତ କରିସାରିଛନ୍ତି । ତେବେ ନବରାତ୍ରି ଆରମ୍ଭ ହୋଇସାରିଥିବା ବେଳେ ମୋଦୀ ଦେଶବାସୀଙ୍କୁ କି ବାର୍ତ୍ତା ଦେବେ ତାକୁ ହିଁ ଅପେକ୍ଷା |