ସାରା ରାଜ୍ୟରେ ଘର ଘର ବୁଲି ଟୀକାକରଣ କରିବାକୁ ସିଦ୍ଧାର୍ଥଙ୍କ ଦାବୀ
ବ୍ରହ୍ମପୁର ପୌରପାଳିକା ପକ୍ଷରୁ ସୋମବାରଠାରୁ ଘରଘର ବୁଲି ବରିଷ୍ଠ ନାଗରିକଙ୍କୁ କୋଭିଡ୍ ଭାକ୍ସନ୍ ଦେବା ନିଷ୍ପତିକୁ ସ୍ୱାଗତ କରିବା ସହ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ବିଜେପି ନେତା ସିଦ୍ଧାର୍ଥ ଶେଖର ସିଂହ |
ଶ୍ରୀ ସିଂହ କହିଛନ୍ତି ଯେ ଟୀକାକରଣ!-->!-->!-->!-->!-->…