ଜଟଣୀ ବିଧାୟକଙ୍କ କୋଭିଡ ନିୟମ ଉଲ୍ଲଂଘନ

ଭୁବନେଶ୍ୱର, ୨୪/୦୮ : ଓଡ଼ିଶାରେ ପ୍ରତ୍ୟେକ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଜନସାଧାରଣ ସଚେତନ ରହିବା ପାଇଁ ବାରମ୍ବାର ନିବେଦନ କରାଯାଉଛି । ରାଜ୍ୟ ସରକାର, ପୋଲିସ୍‌ ଓ ସ୍ୱାସ୍ଥ୍ୟ ବିଭାଗ ସମସ୍ତେ କୋଭିଡ ନିୟମ ପାଳନ ଓ ସାମାଜିକ ଦୂରତା

କରୋନା ମୁକାବିଲାରେ ଆଗଧାଡିରେ ସୋଆ, ୨୦୦୦ ରୁ ଉର୍ଦ୍ଧ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସା କେନ୍ଦ୍ରରେ ଚାଲିଛି…

ଭୁୁବନେଶ୍ୱର, ୭/୮ : ସାରା ବିଶ୍ୱ ଏବେ କରୋନା ମହାମାରୀର କବଳରେ ଆଜି ଆତଙ୍କିତ । ଅଦୃଶ୍ୟ ଶତ୍ରୁର ଭୟରେ ଭୟଭୀତ ସାରା ବିଶ୍ୱବାସୀ । ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆମେରିକା, ଇଟାଲୀ ଓ ବ୍ରାଜିଲ୍‌ ଭଳି ବଡ଼ ବଡ଼ ଦେଶ ସମେତ ଭାରତ ଏପରିକି ସାରା

ରକ୍ଷା ବନ୍ଧନରେ କେଉଁ ରଂଗର ରାକ୍ଷୀ ବାନ୍ଧିବେ ଓ କେଉଁ ମିଠା ଖୁଆଇବେ

ରାକ୍ଷୀ ପୂର୍ଣ୍ଣିମା ଏମିତି ଗୋଟେ ପର୍ବ ଯାହା ଭାଇ ଓ ଭଉଣୀର ପର୍ବ ଅଟେ । ଏହା ହିନ୍ଦୁମାନଙ୍କ ବହୁତ ପ୍ରମୁଖ ପର୍ବ । ଏହି ଦିନ ଭଉଣୀ ନିଜ ଭାଇ ହାତରେ ପ୍ରେମ ରାକ୍ଷୀ ବାନ୍ଧିଥାଏ ଓ ଭଗବାନ ପାଖରେ ନିଜ ଭାଇର ସୁଖୀ ଜୀବନ ପାଇଁ କାମନା କରିଥାଏ । ଭାଇ ଭଉଣୀକୁ ସଦେବ ରକ୍ଷା କରିବା ପାଇଁ ବଚନ

ସମ ହସ୍ପିଟାଲରେ କୋଭିଡ 19 ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ

କରୋନା ମହାମାରୀର ମୁକାବିଲା କରିବା ନିମନ୍ତେ କୋଭିଡ-19 ଭ୍ୟାକସିନର ମାନବ ପରୀକ୍ଷଣ ସୋମବାର ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହୋଇଛି |ସମ ହସ୍ପିଟାଲରେ ଏହି ପରୀକ୍ଷଣ ନିମନ୍ତେ ଗତ 20 ତାରିଖରେ ଆରମ୍ଭ ହୋଇଥିବା ପ୍ରିଭେନଟିଭ ଆଣ୍ଡ ଥେରାପିଉଟିକ

ଶୌଚାଳୟ ନିର୍ମାଣରେ ମହାଦୁର୍ନୀତି ପ୍ରସଙ୍ଗ : ଭିଜିଲାନ୍ସ ଓ ଜିଲ୍ଲାପାଳ ସ୍ତରରେ ତଦନ୍ତ ଦାବୀ କଲେ ସିଦ୍ଧାର୍ଥ

ଖଣ୍ଡପଡା, 24/07: ଗାଁ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ସ୍ୱଚ୍ଛ ଭାରତ ମିଶନ ଜରିଆରେ ପ୍ରତିଘରେ ଶୌଚାଳୟ ନିର୍ମାଣ ପାଇଁ ଯୋଜନା କରାଯାଇଛି |ପାଇଖାନା ତିଆରି ନିମନ୍ତେ ପ୍ରତି ହିତାଧିକାରୀଙ୍କୁ ବାର ହଜାର ଟଙ୍କା ଲେଖାଏଁ ଅନୁଦାନ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି | ତେବେ କେତେକ