ପ୍ରଧାନମନ୍ତ୍ରୀଙ୍କ ରଜ ଶୁଭେଚ୍ଛା
ଓଡିଶାର ଗଣପର୍ବ ରଜ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶେଷ ଉତ୍ସବ "ରଜ ପର୍ବ " ଅବସରରେ ଓଡିଶା ବାସୀଙ୍କୁ ହାର୍ଦିକ ଶୁଭକାମନା |
ଏହି ଅବସର ଆମ ସମାଜରେ ଆନନ୍ଦ ଓ ଭାତୃତ୍ୱକୁ!-->!-->!-->!-->!-->…