ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥ ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି… ଦେଖନ୍ତୁ କିଛି ଚିତ୍ର…
ସପ୍ତମ ଦିନରେ ଦ୍ରୂତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ୩୪ଟି ତୁମ୍ବର ବିନ୍ଧ କାର୍ଯ୍ୟ ସରିଛି । ୩ ରଥର ୬ଟି ଅନୁକୂଳ ଚକକୁ ଛାଡି ନନ୍ଦିଘୋଷ ରଥର ଗୋଟିଏ ଚକରେ ପଇଲାଗି ହୋଇ ବିଭୋର ବାଡିଆ(ପଇଠ) ହୋଇଛି । ଅନ୍ୟଟିରେ ପଇଲାଗି ସାରି ବିଭୋର ବାଡିଆ ଆରମ୍ଭ ହୋଇଛି!-->…