ସୋଆ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ : ସାହିତ୍ୟର ପରିସରକୁ ଉନ୍ମୁକ୍ତ କରିବା ନିମନ୍ତେ ଡଃ ୟଶଶ୍‌ଚନ୍ଦ୍ରଙ୍କ ଗୁରୁତ୍ୱ

ଭାରତୀୟ ଭାଷା ଓ ସାହିତ୍ୟରେ ଟିକିନିକି ପ୍ରଶ୍ନ କରିବା ଏବଂ ଆଲୋଚନାର ପରିସରକୁ ଅଧିକ ଉନ୍ମୁକ୍ତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ମତ ଦେଇଛନ୍ତି ବିଶିଷ୍ଟ ଗୁଜୁରାଟି କବି ଡଃ ସିତାଂଶୁ ୟଶଶ୍‌ଚନ୍ଦ୍ର । ଆମ ଚତୁର୍ଦ୍ଦିଗର ଘଟଣା ପ୍ରବାହକୁ ଲକ୍ଷ୍ୟ କଲେ ଏହି

ଫେବୃୟାରୀ ୧ରୁ ଆରମ୍ଭ ହେବ ପ୍ରଥମ ସୋଆ ଲିଟେରାରୀ ଫେଷ୍ଟିଭାଲ୍‌

ଦେଶର ବିଶିଷ୍ଟ ସାହିତ୍ୟିକ ଓ କବି ଏକତ୍ରିତ ହେବାକୁ ଯାଉଛନ୍ତି ସୋଆ ସାହିତ୍ୟ ଉତ୍ସବ (ସୋଆ ଲିଟେରାରୀ ଫେଷ୍ଟିଭାଲ୍‌)ରେ । ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଥିବା ଏହି ସାହିତ୍ୟ ଉତ୍ସବରେ ସାମ୍ପ୍ରତିକ ପରିସ୍ଥିତିରେ ଭାରତୀୟ ଭାଷା ଓ

ଛଦ୍ମବେଶୀ ପ୍ରାନ୍‌

ଚିହ୍ନନ୍ତୁ ଏହି ମହିଳା ଜଣଙ୍କୁ । ଭଲ କରି ଦେଖନ୍ତୁ ଏହି ଫଟୋଟିକୁ । ହିନ୍ଦୀ ଚଳଚ୍ଚିତ୍ର ଜଗତ ସହିତ ଇଏ ବେଶ୍ ଭଲ ଭାବେ ଜଡିତ । ବଲିଉଡ୍‌ରେ ବେଶ କିଛି ବର୍ଷ ଧରି ଇଏ ରାଜ କରିଛନ୍ତି । ତାଙ୍କ ଅଭିନୟର ଜାଦୁରେ ସିନେ ପ୍ରେମୀ ବେଶ ବିମୋହିତ ହୋଇଛନ୍ତି । ତାଙ୍କର ଫଟୋଟିକୁ ଅଭିନେତା ଋଷି କପୁର

ପୁଅ ରୋଷେଇ ଜାଣି ନଥିଲେ ବାହା ହେବେନି ଝିଅ

ଝିଅ ଦେଖା ଆରମ୍ବରୁ ପ୍ରଥମ ପ୍ରଶ୍ନ ଝିଅକୁ ହୁଏ | ସେ ରନ୍ଧାବଢ଼ା ଜାଣିଛି ନା ନହିଁ | ଏ ପରମ୍ପରା କାହିଁ କେଉଁ ଅମଳରୁ ଚାଲି ଆସୁଛି | ଝିଅ ଦେଖିବାକୁ ଆସିଥିବା ଗୁରୁଜନଙ୍କ ସହ ପୁଅ ଟି ମଧ୍ୟ ଝିଅ କୁ ପଚାରେ ରୋଷେଇ ବାସ ଆସେ ନା ନାହିଁ ବୋଲି | ପୁଅ ପଚାରିବା ଯେପରି ତାର ଅଧିକାର | ଝିଅ

ଜନ୍ମଦିନରେ ଜାଣନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜୀବନ ସହ ଜଡ଼ିତ ରୋଚକ ତଥ୍ୟ

ମଧ୍ୟପ୍ରଦେଶର ଗ୍ୱାଲିୟର ମହାରାଜା ତଥା ସିନ୍ଧିଆ ରାଜପରିବାର ପ୍ରମୁଖ ସଦସ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ଆଜି ହେଉଛି ଜନ୍ମଦିନ । ୪୯ ବର୍ଷୀୟ ଜ୍ୟୋତିରାଦିତ୍ୟ କଂଗ୍ରେସର ଜଣେ ଆଗଧାଡିର ନେତା ମଧ୍ୟ । ୧୯୭୧ ମସିହା ଜାନୁଆରୀ ୧ତାରିଖରେ ଜନ୍ମଗ୍ରହଣ କରିଥିବା ସିନ୍ଧିଆ ରାଜପରିବାରର ଦାୟାଦ

RAINY CHRISTMAS THIS YEAR

Bhubaneswar, Dec. 21: Odisha may be bracing up for a wet Christmas this year as rains were likely in several districts between December 24 and 27 due to movement of western disturbance towards the eastern region. The movement of the

ଅନୁଭବ ବାବୁ କାହିଁକି ଏତେ ରାଗ ?

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କର ଓଟିଭି ସାମ୍ବାଦିକଙ୍କ ସହ ବଚସା, ତାଙ୍କୁ ଦୁର୍ବ୍ୟବହାର ଏବଂ ତାଙ୍କୁ କ୍ୟାମେରା ଆଗକୁ ଟାଣିଆଣିବାର ଦୃଶ୍ୟକୁ ନେଇ ଚାଲିଛି ଅନେକ ଚର୍ଚ୍ଚା | ସାମ୍ବାଦିକମାନଙ୍କୁ ଏହା ବେଶୀ ବିଚଳିତ କରୁଛି | ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ସାମ୍ବାଦିକମାନେ