ଅନୁଭବ ବାବୁ କାହିଁକି ଏତେ ରାଗ ?

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କର ଓଟିଭି ସାମ୍ବାଦିକଙ୍କ ସହ ବଚସା, ତାଙ୍କୁ ଦୁର୍ବ୍ୟବହାର ଏବଂ ତାଙ୍କୁ କ୍ୟାମେରା ଆଗକୁ ଟାଣିଆଣିବାର ଦୃଶ୍ୟକୁ ନେଇ ଚାଲିଛି ଅନେକ ଚର୍ଚ୍ଚା | ସାମ୍ବାଦିକମାନଙ୍କୁ ଏହା ବେଶୀ ବିଚଳିତ କରୁଛି | ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ସାମ୍ବାଦିକମାନେ…

ବିଗବସ ହାଉସରେ ରାହୁଲ ଗାନ୍ଧୀଙ୍କ ଭିଣୋଇଙ୍କ ଏଂଟ୍ରି

ବିଗବସ ୧୩ରେ ଏଂଟ୍ରି ମାରିଛନ୍ତି ଗାନ୍ଧୀ ପରିବାରର ଜାମାତା । ବଲିଉଡ ସୁପରଷ୍ଟାର ଭାଇଜାନ୍ ସଲମାନ ଖାନ୍ ହୋଷ୍ଟ କରୁଥିବା ରିଆଲିଟି ସୋ ବିଗବସ ୧୩ରେ ସାମିଲ ହୋଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ । ୱାଇଲ୍ଡ କାର୍ଡ ଏଂଟ୍ରି ଜରିଆରେ ନିକଟରେ ବିଗବସ ହାଉସରେ ସାମିଲ…

୮୦ ପ୍ରତିଶତ ଆତ୍ମହତ୍ୟା ରୋକାଯାଇପାରିବ

ଭୁବନେଶ୍ୱର : ପ୍ରତ୍ୟେକ ବର୍ଷ ବିଶ୍ୱରେ ପ୍ରାୟ ୧୦ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ରିପୋର୍ଟ ଅନୁଯାୟୀ ଏହା ମଧ୍ୟରୁ ମାନସିକ ସନ୍ତୁଳନ ହରାଇଥିବା ୯୦ ପ୍ରତିଶତ ବ୍ୟକ୍ତି ଚିକିତ୍ସା ଦ୍ୱାରା ଭଲ ହୋଇପାରିବେ । ରିପୋର୍ଟ ଅନୁଯାୟୀ ବିଶ୍ୱରେ ଘଟୁଥିବା…

ଝଲକୁଛି ଶ୍ରୀକ୍ଷେତ୍ର

ଭୁବନେଶ୍ବର : ନୂଆ ରୂପରେ ଛିଡା ହେଉଛି ଶ୍ରୀଜଗନ୍ନାଥ ମନ୍ଦିରର ପରିପାର୍ଶ୍ଵ । ଆଖି ଝଲସି ଯାଉଛି ଏବେର ଶ୍ରୀମନ୍ଦିରକୁ ଦେଖିଲେ । ଚାଲିଛି ରୂପାନ୍ତରଣ କାର୍ଯ୍ୟ । ସୁଉଚ୍ଚ ମେଘନାଦ ପ୍ରାଚୀର ଚାରିପଟ ହୋଇଛି ଜବରଦଖଲ ମୁକ୍ତ । ସିଂହଦ୍ବାର ସାମ୍ନାରୁ ମଧ୍ୟ ହଟିଛି କିଛି କିଛି…

ସମ୍ ରୋଗୀଙ୍କ ପାଇଁ ଭରସାଯୋଗ୍ୟ ହସ୍ପିଟାଲ୍ : ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଚିକିତ୍ସା କ୍ଷେତ୍ରରେ ଗରିବ ଲୋକଙ୍କର ସାହାଭରସା ଭାବେ ଉଭା ହୋଇଛି ସମ୍ ହସ୍ପିଟାଲ୍ । କଟକର ଏସସିବି ଏବଂ ବ୍ରହ୍ମପୁରର ଏମକେସିଜି ମେଡିକାଲ୍ କଲେଜ ହସ୍ପିଟାଲ୍ ପରେ ରୋଗୀମାନେ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଉପରେ ଅଧିକ ଭରସା ଓ…