ଦ ସ୍ମୋକିଂ ଷ୍ଟାର୍ସ

“ସିଗାରେଟ୍ ସ୍ମୋକିଂ ଇଜ୍ ଇଞ୍ଜୁରିଅସ୍ ଟୁ ହେଲଥ, ଧୂମପାନ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ । ଏହି ବୈଧାନିକ ବାକ୍ୟ ସହ ଆମେ ଓଡିଆ ସିନେ ଜଗତର କିଛି ତାରକାଙ୍କ ସିଗାରେଟ୍ ବିଜ୍ଞାପନ ସମ୍ପର୍କରେ ଅବଗତ କରାଉଛୁ । ଫେମସ୍ ବ୍ରାଣ୍ଡ କ୍ୟାଭେଣ୍ଡର୍ସ ସିଗାରେଟ୍ ବିଜ୍ଞାପନ ପାଇଁ ବେଶ ଚର୍ଚ୍ଚାକୁ