ଖଣ୍ଡପଡାରେ “ମୁଁ ବଘେଲ” ପକ୍ଷରୁ ପଠାଣି ସାମନ୍ତଙ୍କ ୧୮୮ ତମ ଜୟନ୍ତୀ ଅନୁଷ୍ଠିତ

ବିଶ୍ୱ ବିଖ୍ୟାତ ଜ୍ୟୋର୍ତିବିଦ ପଠାଣି ସାମନ୍ତଙ୍କ ୧୮୮ ତମ ଜନ୍ମ ଜୟନ୍ତୀ ଖଣ୍ଡପଡା ସ୍ଥିତ “ମୁଁ ବଘେଲ” ପରିବାର ପକ୍ଷରୁ ଆୟୋଜିତ ହୋଇଯାଇଛି । ଖଣ୍ଡପଡ଼ା ସ୍ଥିତ ରାଜବାଟୀ ପରିସରର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ

ଉପନିର୍ବାଚନ, ଧାମନଗର ଓ ବିଜୟ :

ଧାମନଗରରେ ବିଜେଡିର ହାର ଓ ବିଜେପି ର ଜିତ ପରେ ଏବେ ଜୋର ଧରିଛି ଅନେକ ସମୀକ୍ଷା ଅନେକ ଚର୍ଚ୍ଚା ଓ ଅନେକ ତର୍କ ବିତର୍କ… ଧାମନଗରରେ ଫୁଟିଛି ପଦ୍ମ । ବିଜେପିର ଏହି ବିଜୟକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ଦୁଇ ଦଶନ୍ଧୀରୁ ଅଧିକ ସମୟ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡି ପାଇଁ ଏହି

ଦଶହରାରେ ଭିଜିବ ଓଡ଼ିଶା

ଚଳିତ ଦୁର୍ଗା ପୂଜାର ମାହୋଲ ଟିକେ ଫିକା ପଡ଼ିବାର ସମ୍ଭାବନା ରହିଛି । କାରଣ ଏଥର ଦଶହରାରେ ଭିଜିବ ଓଡ଼ିଶା । ଦକ୍ଷିଣ ଚାଇନା ସାଗରରେ ଟାଇଫୁନ ନୋରୁର ପ୍ରଭାବରେ ଆସନ୍ତା ଅକ୍ଟୋବର ୨ ରେ ଉତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଯୋଗୁ ଓଡ଼ିଶାରେ

‘ବତାସୀ ଝଡ’ ଉତ୍ସବ…..

୧୯୮୧ ମସିହାରେ ମୁକ୍ତିଲାଭ କରିଥିଲା ଷ୍ଟାର୍ ଫିଲ୍ମସ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ବତାସୀ ଝଡ଼’ । ଆରତୀ ମହାନ୍ତିଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ରମେଶ ମହାନ୍ତି । ଭାରତୀୟ ଚଳଚ୍ଚିତ୍ରର ପ୍ରଖ୍ୟାତ ସଙ୍ଗୀତକାର ସଲୀଲ୍ ଚୌଧୁରୀ ‘ବତାସୀ ଝଡ଼’ ପାଇଁ ସଙ୍ଗୀତ ସଂରଚନା