ଦିବ୍ୟାଙ୍ଗ ଯୁବତୀଙ୍କ ଅନୁରୋଧ ରକ୍ଷା କଲେ ସୋଆ ଉପ-ସଭାପତି

ଜନ୍ମରୁ ଦୁଇ ହାତ ଅଚଳ ଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ ସହଯୋଗର ହାତ ବଢ଼ାଇଲେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପ-ସଭାପତି ତଥା ସୁମାରିୟଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶିକା ଶ୍ରୀମତି ଶାଶ୍ୱତୀ ଦାସ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳର ଭିନ୍ନକ୍ଷମ ଯୁବତୀ ଉର୍ବଶୀ ଦାସଙ୍କୁ

ଇଣ୍ଡିଆ ନୁହେଁ ଭାରତ: ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ

ଭାରତର ଦୁଇଟି ନାମ, ଇଣ୍ଡିଆ ଓ ଭାରତ| ତେବେ ବିଶ୍ୱର କୌଣସି ଦେଶର ଦୁଇଟି ନାମ ରହିବାର ପ୍ରାୟତଃ ନଜିର ନାହିଁ ତେଣୁ ଦୁଇଟି ନାମ ବଦଳରେ କେବଳ ଭାରତ ହିଁ ରଖାଯାଉ| ଏ ଦିଗରେ ସମ୍ବିଧାନରେ ସଂଶୋଧନ କରିବା ନେଇ ପ୍ରଚେଷ୍ଟା କରାଯିବ ଉଚିତ ବୋଲି କହିଛନ୍ତି ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ

ମାଲେସିଆରେ ରଜ ମହୋତ୍ସବ

ବିଦେଶରେ ପାଳିତ ହେଲା ଓଡ଼ିଶାର ଗଣପର୍ବ ରଜ ମହୋତ୍ସବ । ମାଲେସିଆର କୁଆଲାଲମ୍ପୁରରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଗତ ଜୁନ୍ ୧୮ ତାରିଖ ଦିନ ଧୁମଧାମ୍‌ରେ ପାଳନ କରିଛନ୍ତି ମା’ ଓ ମାଟିର ପର୍ବ ରଜ ମଉଜ । ମାଲେସିଆ ଓଡିଆ କମ୍ୟୁନିଟି (ଜ୍ଞକ୍ଟମ) ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ