ଦଶହରାରେ ଭିଜିବ ଓଡ଼ିଶା

ଚଳିତ ଦୁର୍ଗା ପୂଜାର ମାହୋଲ ଟିକେ ଫିକା ପଡ଼ିବାର ସମ୍ଭାବନା ରହିଛି । କାରଣ ଏଥର ଦଶହରାରେ ଭିଜିବ ଓଡ଼ିଶା । ଦକ୍ଷିଣ ଚାଇନା ସାଗରରେ ଟାଇଫୁନ ନୋରୁର ପ୍ରଭାବରେ ଆସନ୍ତା ଅକ୍ଟୋବର ୨ ରେ ଉତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଯୋଗୁ ଓଡ଼ିଶାରେ

‘ବତାସୀ ଝଡ’ ଉତ୍ସବ…..

୧୯୮୧ ମସିହାରେ ମୁକ୍ତିଲାଭ କରିଥିଲା ଷ୍ଟାର୍ ଫିଲ୍ମସ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ବତାସୀ ଝଡ଼’ । ଆରତୀ ମହାନ୍ତିଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ରମେଶ ମହାନ୍ତି । ଭାରତୀୟ ଚଳଚ୍ଚିତ୍ରର ପ୍ରଖ୍ୟାତ ସଙ୍ଗୀତକାର ସଲୀଲ୍ ଚୌଧୁରୀ ‘ବତାସୀ ଝଡ଼’ ପାଇଁ ସଙ୍ଗୀତ ସଂରଚନା

ଦିବ୍ୟାଙ୍ଗ ଯୁବତୀଙ୍କ ଅନୁରୋଧ ରକ୍ଷା କଲେ ସୋଆ ଉପ-ସଭାପତି

ଜନ୍ମରୁ ଦୁଇ ହାତ ଅଚଳ ଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ ସହଯୋଗର ହାତ ବଢ଼ାଇଲେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପ-ସଭାପତି ତଥା ସୁମାରିୟଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶିକା ଶ୍ରୀମତି ଶାଶ୍ୱତୀ ଦାସ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳର ଭିନ୍ନକ୍ଷମ ଯୁବତୀ ଉର୍ବଶୀ ଦାସଙ୍କୁ

ଇଣ୍ଡିଆ ନୁହେଁ ଭାରତ: ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ

ଭାରତର ଦୁଇଟି ନାମ, ଇଣ୍ଡିଆ ଓ ଭାରତ| ତେବେ ବିଶ୍ୱର କୌଣସି ଦେଶର ଦୁଇଟି ନାମ ରହିବାର ପ୍ରାୟତଃ ନଜିର ନାହିଁ ତେଣୁ ଦୁଇଟି ନାମ ବଦଳରେ କେବଳ ଭାରତ ହିଁ ରଖାଯାଉ| ଏ ଦିଗରେ ସମ୍ବିଧାନରେ ସଂଶୋଧନ କରିବା ନେଇ ପ୍ରଚେଷ୍ଟା କରାଯିବ ଉଚିତ ବୋଲି କହିଛନ୍ତି ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ