ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ

ରାଜ୍ୟ ସରକାର ଦୁର୍ନୀତିକୁ ରୋକିବା ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରୁଥିବାବେଳେ କିଛି ଦୁର୍ନିତୀଗସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଯେପରି ଏହି ପଦକ୍ଷେପ କୌଣସି ଫରକ ପକାଉନହିଁ | ଏହାର ସଦ୍ୟ ଉଦାହରଣ ହେଉଛନ୍ତି ଖଣ୍ଡପଡ଼ା ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ | ୨୦ ହଜାର ଟଙ୍କା ଲାଞ୍ଚ

ବିବାହ ଋତୁର ଚର୍ଚ୍ଚିତ ଦମ୍ପତି

ଦ୍ୱିତୀୟ ବିବାହ କିମ୍ବା ବିଳମ୍ବରେ ବିବାହର ସତେ ଯେପରି ଏକ ଋତୁ ଏବେ ଓଡ଼ିଶାରେ ଚାଲିଛି। ବିଶେଷ କରି ରାଜନେତା ଓ ଅଭିନେତା ଏହି ଦୌଡ଼ରେ ଆଗରେ ଅଛନ୍ତି। କିଏ ଦ୍ୱିତୀୟ ଇନିଙ୍ଗ୍‌ସ ଆରମ୍ଭ କରୁଛନ୍ତି ତ ପୁଣି କିଏ ଟିକେ ବିଳମ୍ବରେ ହେଉ ପଛେ ପ୍ରଥମ ଇନିଂସ ଆରମ୍ଭ କରିଛନ୍ତି। ଅଭିନେତାରୁ

ଡ଼ିସେମ୍ବର ୧୫ରେ ବିଜେବି ଫ୍ରେଣ୍ଡସ ର ବାର୍ଷିକ ବନ୍ଧୁ ମିଳନ

ବିଜେବି କଲେଜ ପୁରାତନ ଛାତ୍ର ସଂଘ "ବିଜେବି ଫ୍ରେଣ୍ଡସ" ର ବାର୍ଷିକ ବନ୍ଧୁ ମିଳନ ଆସନ୍ତା ମାସ ଡିସେମ୍ବର ୧୫ ତାରିଖ ଦିନ ଆୟୋଜିତ ହେବାକୁ ଯାଉଛି। ଉତ୍ସବ ପୂର୍ବରୁ ବରୁଣେଇ ପାହାଡ଼ ଠାରୁ ବିଜେବି ଫ୍ରେଣ୍ଡ୍ସ ର ସଭ୍ୟମାନଙ୍କର ଏକ ମଶାଲ ଶୋଭାଯାତ୍ରା ଆସି ବିଜେବି କଲେଜ ପରିସରରେ ଥିବା

ରାଜଧାନୀରେ ନିଆରା ଗଜଲକ୍ଷ୍ମୀ ପୂଜା…

ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ବର ୟୁନିଟ୍ ୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ | ଏଣୁ ଏହାକୁ ସହରର ଅନ୍ୟ ସମସ୍ତ ପୂଜା ଠାରୁ ନିଆରା ଢଙ୍ଗରେ ପାଳନ କରିବା ନିମନ୍ତେ ସଭିଏଁ ତତ୍ପର ହୋଇ ଉଠିଥିବା ବେଳେ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ଓ ଜୟ