ମେହବୁବା ମୁଫତି ଗିରଫ

ଶ୍ରୀନଗର() ଗିରଫ ହେଲେ ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଗତକାଲି ଠାରୁ ନଜରବନ୍ଦୀରେ ଥିଲେ ମେହବୁବା । ଗିରଫ ହେବା ପରେ ମେହବୁବାଙ୍କୁ ଗେଷ୍ଟ ହାଉସ ନିଆଯାଇଛି । କେନ୍ଦ୍ର ସରକାର ଜାମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ କରିବା ସହ

୩୭୦ଧାରା ଉଚ୍ଛେଦକୁ ସମର୍ଥନ କଲା ବିଜେଡ଼ି

ନୂଆଦିଲ୍ଲୀ () ଜାମ୍ମୁ କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ ଓ ଏହାର ପୁର୍ନଗଠନକୁ ବିଜୁ ଜନତା ଦଳ ସମର୍ଥନ କରିଛି। ଏନେଇ ବିଜେଡି ସଂସଦ ପ୍ରସନ୍ନ ଆଚାର୍ୟ୍ୟ ସାଂସଦରେ ଆଲୋଚନାରେ ଅଂଶଗ୍ରହଣ କରି କେନ୍ଦ୍ର ସରକାରଙ୍କ ଏଭଳି ଏକ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଭୂରିଭୂରି ପ୍ରଶଂସା

୩୭୦ ବଳରେ ଜାମ୍ମୁ-କାଶ୍ମୀରକୁ ମିଳିଛି ସ୍ୱତନ୍ତ୍ର ପାହ୍ୟା

ଜମ୍ମୁ-କଶ୍ମୀର ଏବେ ରାଜ୍ୟର ମାନ୍ୟତା ହରାଇବା ସହିତ ଧାରା ୩୭୦ ଅନୁସାରେ ଏହାର ବିଶେଷ ରାଜ୍ୟ ମାନ୍ୟତା ମଧ୍ୟ ହଟାଇ ଦିଆଯାଇଛି। ଅମିତ ଶାହ ରାଜ୍ୟ ସଭାରେ ସରକାରଙ୍କ ଯୋଜନା ସୋମବାର ଉପସ୍ଥାପନ କରିଛନ୍ତି। ଜମ୍ମୁ-କଶ୍ମୀରରେ ପ୍ରଚଳିତ ଧାରା ୩୭୦କୁ ହଟାଇବା ସହିତ ପୁନର୍ଗଠନ ବିଧେୟକକୁ ମଧ୍ୟ

କଶ୍ମୀରରେ ୧୪୪ ଧାରା ଜାରି

ଶ୍ରୀନଗର () ଜମ୍ମୁ-କାଶ୍ମୀରକୁ ନେଇ ଆସିବ କି କିଛି ବଡ ନିଷ୍ପତ୍ତି? ସୋମବାର ସକାଳ ସାଢେ ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନରେ ବସିବ କ୍ୟାବିନେଟ ବୈଠକ । ସମଗ୍ର କଶ୍ମୀରରେ ମୋବାଇଲ ଏବଂ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। କ୍ରିମିନାଲ ପ୍ରୋସିଜିଓର କୋଡ୍ର

ନୂଆଁ ତିନି ତଲାକ୍ ଆଇନରେ ପ୍ରଥମ ମାମଲା ରୁଜୁ

ତିନି ତଲାକ୍ ଆଇନ ହେବା ପରେ ପ୍ରଥମ ମାମଲା ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ରୁଜୁ ହୋଇଛି । ମଥୁରାର କୋଷେଇପଳା ସହରରେ ରହୁଥିବା ମହିଳା ଜୁରମତଙ୍କୁ ହରିଆନାର ଇକରାମଙ୍କ ଝଗଡ଼ା ହେବାରୁ ମାମଲା ସମାଧାନ କରିବାକୁ ଉଦ୍ୟମ କରୁଥିବାବେଳେ ଥାନା ସମ୍ମୁଖରେ ସେ ତିନି ତଲାକ୍ ଦେଇଥିଲେ ।

ରୋଡ୍ ରୋମିଓକୁ ପାନେ, ଛେଚା ଖାଇଲା ଯୁବକ

ଜଳେଶ୍ବର : ରୋଡ୍ ରୋମିଓକୁ ନିସ୍ତୁକ ମାଡ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଗୋପ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରାସ୍ତାରେ ଯାଉଥିବା କଲେଜ ଛାତ୍ରୀ ଏବଂ ମହିଳାମାନଙ୍କୁ ପଞ୍ଚୁଘଣ୍ଟା ଗାଁର ସହିଲ ଖାନ୍ ଅଶ୍ଳୀଳ ଇଗିଂତ କରିବା ସହିତ ଅଶୋଭନୀୟ ଆଚରଣ ଦେଖାଉଥିଲେ । ତେବେ

ରାଜଧାନୀରେ ପୁଣି ଏନକାଉଣ୍ଟର : ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ଜଂଘରେ ବାଜିଛି ଗୁଳି

ଭୁବନେଶ୍ବର : ରାଜଧାନୀରେ ପୁଣି ଏନକାଉଣ୍ଟର।  ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନଙ୍କର ଗୋଡରେ ବାଜିଛି ଗୁଳି।  ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ  ଏସିସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଦୁଇ ଅପରାଧୀଙ୍କଠାରୁ ପୋଲିସ ଗୋଟିଏ

ଆକ୍ସନ ମୋଡରେ କମିଶନରେଟ ପୋଲିସ : ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ବର : ରାଜଧାନୀରେ ଏନ୍‌କାଉଣ୍ଟର । ବାଲିଅନ୍ତା ଥାନା ବାଇଚୁଆଁ ଅଞ୍ଚଳରେ ଏନ୍‌କାଉଣ୍ଟର ହୋଇଛି । ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଛି କମିଶନରେଟ୍‌ ପୋଲିସ । ୨ ଅପରାଧୀ ବିବେକାନନ୍ଦ ମଲ୍ଲିକ ଓ ଅରୁଣ ନାୟକଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି । ଉଭୟଙ୍କୁ ଚିକିତ୍ସା

ଭିଜିଲାନ୍ସ ଜାଲରେ ସରପଞ୍ଚ

କଳାହାଣ୍ଡି : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସରପଞ୍ଚଙ୍କ ଘର ଓ ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସର ଚଢାଉ । କର୍ଲାମୁଣ୍ଡା ବ୍ଲକ୍ ରିଞ୍ଜ ପଚାଂୟତ ସରପଞ୍ଚ ଭୋଜବନ୍ତୀ ସାହୁଙ୍କ ବାସଗୃହ ଓ ପଚାଂୟତ କାର୍ଯ୍ୟାଳୟରେ ଚଢାଉ ଜାରି । କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ୍

ସାଇକୋ କିଲର୍ କଲା ସ୍ୱୀକାର

କଟକ() ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ସ୍ୱୀକାର କଲା ସାଇକୋ କିଲର୍ ନାରାୟଣ ସାହୁ।ତିନୋଟି ନୁହେଁ ନାରାୟଣ ଦୁଇଟି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ପୋଲିସ ଆଗରେ ସ୍ବୀକାର କରିଛି । କଟକ ଓଏମପି ଅଂଚଳରେ ଘଟିଥିବା ଦୁଇଟି ହତ୍ୟାକାଣ୍ଡ ପଛର କାରଣ କହିଛି ନାରାୟଣ ସାହୁ । କଟକ ଡିସିପି ଆଜି