ବିବାହର ଗୋଟିଏ ମାସ ପରେ ସମ୍ପର୍କରେ ଫାଟ
ମୁମ୍ବାଇ () ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ଭାଇ ରାଜୀବ ସେନ ଏବଂ ସ୍ତ୍ରୀ ଚାରୁ ଅସୋପାଙ୍କ ସମ୍ପର୍କରେ ଫାଟ। ବିବାହର ମାତ୍ର ଗୋଟିଏ ମାସ ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଏହା ପଛର କାରଣଟି ହେଲା ଉଭୟ ଉଭୟଙ୍କୁ ଇନ୍ଷ୍ଟାଗ୍ରାମରେ!-->…