ଉପନିର୍ବାଚନ, ଧାମନଗର ଓ ବିଜୟ :
ଧାମନଗରରେ ବିଜେଡିର ହାର ଓ ବିଜେପି ର ଜିତ ପରେ ଏବେ ଜୋର ଧରିଛି ଅନେକ ସମୀକ୍ଷା ଅନେକ ଚର୍ଚ୍ଚା ଓ ଅନେକ ତର୍କ ବିତର୍କ…
ଧାମନଗରରେ ଫୁଟିଛି ପଦ୍ମ । ବିଜେପିର ଏହି ବିଜୟକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ଦୁଇ ଦଶନ୍ଧୀରୁ ଅଧିକ ସମୟ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡି ପାଇଁ ଏହି!-->!-->!-->…