ଧାର୍ମିକସ୍ଥଳୀ ଖୋଲିବା ନେଇ ରାଜ୍ୟସରକାରଙ୍କୁ ଅନୁରୋଧ କଲେ ସିଦ୍ଧାର୍ଥ
କାର୍ତ୍ତିକ ମାସକୁ ହିନ୍ଦୁମାନେ ଧର୍ମ ମାସ ଭାବେ ବିବେଚନା କରନ୍ତି | ଦୀର୍ଘ ପଚିଶ ବର୍ଷ ପରେ ଆସନ୍ତା ନଭେମ୍ବର ସତେଇଶ ତାରିଖରେ ମହାପ୍ରଭୁ ଜଗନ୍ନାଥ ନାଗାର୍ଜୁନ ବେଶରେ ଭୂଷିତ ହେବେ | ତେଣୁ ହିନ୍ଦୁ ଧର୍ମ ଓ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁରୀ ସମେତ ଅନ୍ୟାନ୍ୟ!-->!-->!-->…