ସନ୍ଧ୍ୟା ୬ଟାରେ ଦେଶକୁ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ
ଆଜି ଅର୍ଥାତ ମଙ୍ଗଳବାର ସନ୍ଧ୍ୟା ୬ଟାରେ ଦେଶକୁ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି|
ପ୍ରଧାନମନ୍ତ୍ରୀ ଟ୍ଵିଟ ରେ କହିଛନ୍ତି ଯେ ‘ଆଜି ସନ୍ଧ୍ୟା ୬ଟାରେ ଦେଶକୁ ସନ୍ଦେଶ ଦେବି!-->!-->!-->…