ବିନା ଭକ୍ତରେ ବାହୁଡା଼ଯାତ୍ରା
ଘୋଷଯାତ୍ରା ଭଳି ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ବାହୁଡା଼ଯାତ୍ରା | ବୁଧବାର ବାହୁଡା଼ ନିମନ୍ତେ ଶ୍ରୀକ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିନା ଭକ୍ତରେ ରଥ ଟଣାଯିବ । ତେଣୁ ଶୃଙ୍ଖଳା ରକ୍ଷା ପାଇଁ ମଙ୍ଗଳବାର ତିରିଶ ତାରିଖ ରାତି ୧୦ଟାରୁ ୨ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପୂରା!-->…