ଖଣ୍ଡପଡା ରାଜବାଟୀ ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା ସମ୍ପନ୍ନ
ପବିତ୍ର ଦେବସ୍ନାନ ପୁର୍ଣିମା ତିଥିରେ ଖଣ୍ଡପଡା ରାଜବାଟୀ ମନ୍ଦିର ପରିସରରେ ପ୍ରଭୁ ଜଗନ୍ନାଥଙ୍କର ସ୍ନାନ ଯାତ୍ରା ସମ୍ପନ୍ନ ହୋଇଛି | ମହାପ୍ରଭୁଙ୍କ ନୀତିକାନ୍ତି ଅନୁଯାୟୀ ମନ୍ଦିର ପରିସରରେ ନିର୍ମିତ ସ୍ନାନବେଦିରେ ସ୍ନାନଵିଧି ପାଳନ କରାଯାଇଥିଲା | ଗୁରୁବାର!-->…