ଶ୍ରୀମନ୍ଦିର ଲାଗି କରୋନା ସତର୍କତା

ମାରାତ୍ମକ କରୋନା ଭାଇରସର ବିସ୍ତାର ଯାଞ୍ଚ କରିବା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତୀର୍ଥଯାତ୍ରୀ ଏବଂ ସେବାୟତଙ୍କ ପାଇଁ ଅନେକ ପ୍ରତିବନ୍ଧକ ଆଣିଛି। ଆଜି ଅନୁଷ୍ଠିତ ଛତିଶା ନିଜୋଗର ଏକ ଜରୁରୀ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ମନ୍ଦିରର ସମସ୍ତ ସେବାୟତ ଏବଂ ପୂଜା ପଣ୍ଡା ମଧ୍ୟ ମାସ୍କ

ଦୁଇ ମହାରାଜାଙ୍କ ସହ ଚାଲ ଖେଳୁଥିଲେ କମଲନାଥ । ଗୋଟି ଚଳାଇଦେଲେ ଜ୍ୟୋତିରାଦିତ୍ୟ

ପିତାଙ୍କ ଦେହାନ୍ତ ପରେ ହାତ ଧରିଥିଲେ, ପିତାଙ୍କ ଜନ୍ମ ଜୟନ୍ତୀରେ ହାତ ଛାଡିଲେ । ଦୀର୍ଘ 18 ବର୍ଷ ତଳେ ନିଜ ପିତା ମାଧବ ରାଓ ସିନ୍ଧିଆଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ପଥ ଅନୁସରଣ କରି କଂଗ୍ରେସର ହାତ ଧରିଥିଲେ ତାଙ୍କ ସୁପୁତ୍ର ଜ୍ୟୋତିରାଦିତ୍ୟ ସିନ୍ଧିଆ । ତେବେ 18 ବର୍ଷ ପରେ

ମାର୍ଚ୍ଚ ୬ ନୟାଗଡ଼ ବନ୍ଦ ଡାକରା

ଆସନ୍ତା ୬ ତାରିଖରେ ନୟାଗଡ ଜିଲ୍ଲା ବ୍ୟାପି ବନ୍ଦ ଓ ହରତାଳ ଡାକରା ଦିଆଯାଇଛି | ନୟାଗଡ ଚିନିକଳ କାର୍ଯ୍ୟକ୍ଷମ ଦାବିରେ ନୟାଗଡ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି | ଖଣିଖାଦାନ ଓ ଶିଳ୍ପବିହୀନ ନୟାଗଡ ଜିଲ୍ଲାର ପାଣିପୋଇଲା ଠାରେ ଅବସ୍ଥିତ

ଏଣିକି ଶ୍ରୀମନ୍ଦିର ଭିତରକୁ ପାନ ଖାଇ ଗଲେ ଜରିମାନା

ଆସନ୍ତା ଏପ୍ରିଲ ପହିଲାରୁ ଶ୍ରୀମନ୍ଦିର ଭିତରେ ପାନ ଖାଇ ଗଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଏଠାରେ ଅନୁଷ୍ଠିତ ଛତିଶା ନିଯୋଗ କମିଟି ବୈଠକରେ ନିଷ୍ପତି ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ କମିଟିର ବୈଠକ ଅନୁଷ୍ଠିତ

ଆସନ୍ତା ଫେବୃଆରୀ ୨୯ରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଶୁଭ ଉଦ୍‌ଘାଟନ

ସ୍ୱାସ୍ଥ୍ୟ ସେବା ଓ ବୃତିଗତ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ ପୁଣି ଥରେ ସ୍ୱାସ୍ଥ୍ୟସେବାକୁ ନେଇ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛି । ନୂତନ ଜ୍ଞାନ କୌଶଳ ପର୍ଯ୍ୟବେସିତ ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ