ଖଣ୍ଡପଡା ର ପୂର୍ବତନ ରାଜାସାହେବ ହରିହର ସିଂହ ମର୍ଦ୍ଦରାଜଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ

ଖଣ୍ଡପଡା ଗଡଜାତ ର ରାଜାସାହେବ, ପୂର୍ବତନ ମନ୍ତ୍ରୀ ତଥା ଖଣ୍ଡପଡା ର ପୂର୍ବତନ ବିଧାୟକ ସ୍ବର୍ଗତ ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି | ଖଣ୍ଡପଡା ରାଜବାଟୀ ପରିସରରେ ସ୍ବର୍ଗତ ରାଜସାହେବଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି|

ସୋଆରେ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍ ସଚେତନତା ଅଭିଯାନ

ଭୁବନେଶ୍ୱର, ୧୯/୯: ଯୁବପିଢ଼ିଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରାଇବା ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିଛି କମିଶନରେଟ ପୋଲିସ । ଏହି ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ର ଛାତ୍ରଛାତ୍ରୀମାନଙ୍କୁ ଗୁରୁବାର ଦିନ ପଥପ୍ରାନ୍ତ ନାଟକ ଜରିଆରେ ସଚେତନ

ଭାଙ୍ଗିଲା ନକଲି ବୃଦ୍ଧଙ୍କ ଆମେରିକା ସ୍ବପ୍ନ

ବୟସ ୩୨ କିନ୍ତୁ ବେଶ ଭୁଷା ଥିଲା ୮୧ ବର୍ଷର | ନକଲି ଧଳା ଦାଢ଼ି ଏବଂ ନିଶରେ ନିଜକୁ ସଜେଇ ସେ ପହଂଚି ଯାଇଥିଲେ ବିମାନ ବନ୍ଦରରେ | ବସିଥିଲେ ପୁଣି ହୁଇଲଚେୟାର ରେ | ମୁଣ୍ଡରେ ଥିଲା ବଡ ପଗଡି | ଦିଲ୍ଲୀ ବିମାନ ବନ୍ଦରରୁ ନିଉୟର୍କ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ ଏହି ନକଲି ବୃଦ୍ଧ | ତେବେ

ମାନସଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟ ସରକାରଙ୍କ ପରାମର୍ଶଦାତା ମାନସ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ସେ ଗଣମାଧ୍ୟମ ଓ ଲୋକ ସଂପର୍କ ପରାମର୍ଶଦାତା ଭାବେ ଦାୟିତ୍ବ ତୁଲାଇବେ । ମାନସଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାକୁ ମୁଖ୍ୟମନ୍ତ୍ରୀଙ୍କ

ସରକାରଙ୍କୁ ଆମିକସ୍ କ୍ୟୁରିଙ୍କ କ୍ଲିନଚିଟ

ପୁରୀର ବିକାଶ ଘଟାଇବବା ଦିଗରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରଶଂସନୀୟ । ଏହା ଦ୍ୱାରା ଅଧିକରୁ ଅଧିକ ଲୋକଙ୍କ ଆଗମନ ହେବ। ପୁରୀକୁ ବିଶ୍ୱ ଐତିହ୍ୟରେ ସ୍ଥାନିତ କରିବାକୁ ଏହି ପ୍ରୟାସ ପ୍ରଶଂସନୀୟ। ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଠିକଠାକ ଚାଲିଛି। କାହା ସହ ଜବରଦସ୍ତି କରାଯାଇ ନାହିଁ। ଆପୋସ

ନୂଆ ରୂପରେ ଶ୍ରୀକ୍ଷେତ୍ର

ରୂପାନ୍ତରିତ ପୂରୀର ନୂଆ ରୂପ । ଏବେ ମାତ୍ର କିଛି ଅଞ୍ଚଳକୁ ସଫା କରାଯାଇଛି । ଶ୍ରୀମନ୍ଦିରକୁ ଜଗି ରହିଥିବା ସୁଉଚ୍ଚ ମେଘନାଦ ପ୍ରାଚୀର ଗର୍ବର ସହ ମୁଣ୍ଡ ଟେକି ଛିଡା ହୋଇଛି । ପ୍ରସସ୍ତ ବଡଦାଣ୍ଡ ସାଙ୍ଗକୁ ଶ୍ରୀମନ୍ଦିରର ସ୍ପଷ୍ଟ ଚିତ୍ର ଦେଶର ଅନ୍ୟ କୌଣସି ଉନ୍ନତ ସହରର ଭ୍ରମ ସୃଷ୍ଟି