Monthly Archives

November 2023

‘ଟାଇଗର 3’ : ସିନେମା ହଲରେ ବାଣ ଫୁଟାଇବା ଘଟଣାକୁ ନେଇ ଭାଇଜାନ ଖପ୍ପା

ସଲମାନ ଖାନଙ୍କ ଫିଲ୍ମ 'ଟାଇଗର-3' ରିଲିଜ ହେବା ପରେ ସିନେମା ହଲରେ ଦର୍ଶକଙ୍କ ଭିଡ଼ ଜମିଥିବା ବେଳେ ମହାରାଷ୍ଟ୍ରର ମାଲେଗାଓଁର ମୋହନ ସିନେମା ହଲରୁ ଏକ ଭିଡିଓ ଭାଇରାଲ ହୋଇଛି ଯାହାକି ବେଶ ସମ୍ବେଦନଶୀଳ। ଟାଇଗର 3 ପରଦାରେ ଚାଲୁ ଥିବାବେଳେ ଲୋକମାନେ ହଲ ଭିତରେ ବାଣ ଫୁଟାଉଥିବା ଏହି ଭିଡିଓରେ