Monthly Archives

March 2024

ପଦ୍ମ ଧରୁଛି ଓଲିଉଡ଼

ପଦ୍ମ ପୋଖରୀକୁ ଡେଉଁଛି ଓଲିଉଡ | ତାରକା ଶୂନ୍ୟ ହେଉଛି ବିଜେଡି | କିଛି ଦିନ ତଳେ ବିଜପିକୁ ଡେଇଁ ଥିଲେ ଓଲିଉଡ ଅଭିନେତା ଅରିନ୍ଦମ ରାୟ | ଦୁଇ ଦିନ ତଳେ ବିଜେପିରେ ସାମିଲ ହେଲେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର | ଆଉ ଗୋଟିଏ ଦିନରେ ବିଜେଡି ଛାଡିଛନ୍ତି ଦୁଇ ଓଲିଉଡ ସିନେଷ୍ଟାର ଅନୁଭବ

ପଦ୍ମ ଧରିଲେ ଭର୍ତ୍ତୁହରି, ସିଦ୍ଧାନ୍ତ

ବିଜେପିରେ ସାମିଲ ହୋଇଛନ୍ତି କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ମିଶିଲେ ଭର୍ତ୍ତୃହରି ମହତାବ। ୧୯୯୮ ମସିହାରୁ ଲଗାତାର ୬ ଥର କଟକରୁ ସାଂସଦ ରହି ଆସିଥିବା ଭର୍ତ୍ତୃହରି ବିଜେପି ରେ ଯୋଗ ଦେଇଛନ୍ତି । ୧୯୯୮

ପରିବାରରେ ମେଣ୍ଟ : ରାଜନୀତିରେ ସବୁ ସମ୍ଭବ !

ବିଜେପି ଓ ବିଜେଡି ମଧ୍ୟରେ ଆସନ୍ତା ସାଧାରଣ ନିର୍ବାଚନରେ ରାଜନୈତିକ ମେଣ୍ଟ ହେବ କି ନାହିଁ ସେ ନେଇ ଅନେକ ଅଙ୍କ କଷା ଚାଲିଛି | ଏହି 2024 ନିର୍ବାଚନର ଯଥେଷ୍ଟ ପୂର୍ବରୁ ଅନେକ ରାଜନୈତିକ ପରିବାରରେ ମେଣ୍ଟ ସମ୍ପନ୍ନ ହୋଇଯାଇଛି | ନିକଟରେ ବିଜେଡ଼ିରେ ଯୋଗଦେଇଥିବା ଅରବିନ୍ଦ ମହାପାତ୍ର