Daily Archives

May 10, 2026

ଲୁପ୍ତ ହେବାରେ ଲାଗିଛି ଗୋବର କଣ୍ଢେଇ କଳା

୧୫ବର୍ଷ ବୟସରେ ପୁରୀରୁ ବୋହୂ ରୂପେ ରଘୁରାଜପୁର ଆସିଥିବା ଶ୍ରୀମତୀ ଶଶିମଣି ମହାରଣା ଗୋବର କଣ୍ଢେଇ ନିର୍ମାଣର କଳାକୁ ଆରମ୍ଭ କରିଥିଲେ l ସେ ଆଜି ୮୮ ବର୍ଷ ବୟସରେ ଉପନୀତ ହୋଇଥିବା ବେଳେ ଏହି 'ଗୋବର କଣ୍ଢେଇ' ଏବେ ଲୁପ୍ତପ୍ରାୟ ହେବାକୁ ବସିଲାଣି l ଆଜିକୁ ତିନି ଦଶନ୍ଧି ପୂର୍ବେ