ଇଂଲଣ୍ଡକୁ ୯୦ ରନ୍ ଅଗ୍ରଣୀ
ବର୍ମିଂହାମ: ପ୍ରଥମ ଆସେସ୍ ଟେଷ୍ଟ୍ରେ ଇଂଲଣ୍ଡକୁ ପ୍ରଥମ ପାଳିରେ ୯୦ ରନ୍ର ମହତ୍ବପୂର୍ଣ୍ଣ ଅଗ୍ରଣୀ ମିଳିଛି। ଅଷ୍ଟ୍ରେଲିଆର ୨୮୪ ରନ୍ ଜବାବରେ ଘରୋଇ ଦଳ ୩୭୪ ରନ୍ କରିଛି। ତୃତୀୟ ଦିନ ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ଦ୍ବିତୀୟ ପାଳିରେ ୩ ୱିକେଟ୍ ହରାଇ ୧୨୪ ରନ୍ କରିଥିଲା। ହାତରେ ୭!-->…