ସୋଫଲ’ ବକ୍ତୃତାମାଳାର ରୌପ୍ୟ ଜୟନ୍ତୀ ପାଳିତ
ପୂର୍ବରୁ ଦୁଇଟି ଦେଶ ମଧ୍ୟରେ ସଂପର୍କର ସେତୁ ରାଜନୈତିକ ବାଧ୍ୟ ବାଧ୍ୟକତା ମଧ୍ୟରେ ଗଢ଼ି ଉଠୁଥିଲା । ବର୍ତମାନ କିନ୍ତୁ ପରିସ୍ଥିତି ଭିନ୍ନ । ଦେଶଗୁଡ଼ିକ ମଧ୍ୟରେ ବିଶେଷତଃ ଭାରତ ସହିତ ଅନ୍ୟ ଦେଶଗୁଡ଼ିକର ସଂପର୍କର ଆଧାର ଅର୍ଥନୈତିକ ଓ ଶକ୍ତି କୂଟନୀତି ଦ୍ୱାରା ନିର୍ଦ୍ଧାରିତ ହେଉଛି ବୋଲି!-->…