ଧାର୍ମିକସ୍ଥଳୀ ଖୋଲିବା ନେଇ ରାଜ୍ୟସରକାରଙ୍କୁ ଅନୁରୋଧ କଲେ ସିଦ୍ଧାର୍ଥ

କାର୍ତ୍ତିକ ମାସକୁ ହିନ୍ଦୁମାନେ ଧର୍ମ ମାସ ଭାବେ ବିବେଚନା କରନ୍ତି | ଦୀର୍ଘ ପଚିଶ ବର୍ଷ ପରେ ଆସନ୍ତା ନଭେମ୍ବର ସତେଇଶ ତାରିଖରେ ମହାପ୍ରଭୁ ଜଗନ୍ନାଥ ନାଗାର୍ଜୁନ ବେଶରେ ଭୂଷିତ ହେବେ | ତେଣୁ ହିନ୍ଦୁ ଧର୍ମ ଓ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁରୀ ସମେତ ଅନ୍ୟାନ୍ୟ

କରୋନା ପାଇଁ ହ୍ରାସ ପାଇଛି ଶ୍ରୀମନ୍ଦିର ଆୟ, ଅନଲାଇନରେ ଦାନ ପାଇଁ ମୁଖ୍ୟ ପ୍ରଶାସକଙ୍କ ଆହ୍ୱାନ :

କରୋନା ମହାମାରୀ ଯୋଗୁଁ ପୁରୀ ଶ୍ରୀମନ୍ଦିରର ଆୟ ଯଥେଷ୍ଟ ହ୍ରାସ ପାଇଛି । ବ୍ୟୟ ତୁଳନାରେ ଆୟ କମିଥିବାରୁ ଏହାର ଭରଣା ପାଇଁ ଅନ୍‍ଲାଇନ୍‍ରେ ଦାନ ସଂଗ୍ରହ କରାଯିବ । ଏଥିରେ ସମସ୍ତେ ସହଯୋଗ କରିବାପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆହ୍ୱାନ ଦେଇଛନ୍ତି ।

ସମ୍ କୋଭିଡ ହସ୍ପିଟାଲ୍‌ରେ କରୋନାକୁ ପରାସ୍ତ କଲେ ୯୬ ଓ ୮୮ ବର୍ଷର ଦମ୍ପତି

ଏକା ସଂଗେ କରୋନା ସଂକ୍ରମିତ ହେଲେ, ଏକା ସଂଗେ ଏହି ମହାମାରୀକୁ ପରାସ୍ତ ମଧ୍ୟ କଲେ ବୟୋଜ୍ୟେଷ୍ଠ ଦମ୍ପତି । ୯୬ ଓ ୮୮ ବର୍ଷର ଦମ୍ପତି ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୯୬ ବର୍ଷୀୟ ବୈଦ୍ୟନାଥ ପରିଡା ଓ ତାଙ୍କ ପତ୍ନୀ ୮୮ ବର୍ଷୀୟା ଶକୁନ୍ତଳା ପରିଡା ଏକା ସାଙ୍ଗରେ

ନାଗାର୍ଜୁନ ବେଶରେ ଭୂଷିତ ହେବେ ମହାପ୍ରଭୁ, ଦର୍ଶନ ପାଇବେ କି ଭକ୍ତ?

ଦୀର୍ଘ ୨୬ ବର୍ଷ ପରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହେବେ ଶ୍ରୀଜିଉ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନଭେମ୍ବର ୨୭ ରେ ଶ୍ରୀଜୀଉଙ୍କର ଏହି ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ । ପରମ୍ପରା ଓ

ସନ୍ଧ୍ୟା ୬ଟାରେ ଦେଶକୁ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ

ଆଜି ଅର୍ଥାତ ମଙ୍ଗଳବାର ସନ୍ଧ୍ୟା ୬ଟାରେ ଦେଶକୁ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି| ପ୍ରଧାନମନ୍ତ୍ରୀ ଟ୍ଵିଟ ରେ କହିଛନ୍ତି ଯେ ‘ଆଜି ସନ୍ଧ୍ୟା ୬ଟାରେ ଦେଶକୁ ସନ୍ଦେଶ ଦେବି