କରୋନା ମହାମାରୀ ସମୟରେ ଚାଷୀଙ୍କ ପାଇଁ ୨୦୦ କୋଟିର ପ୍ୟାକେଜ…
କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ କୃଷକ ମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି 200 କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି | ଏହାଦ୍ୱାରା ପ୍ରାୟ ୨୫ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ।
!-->!-->!-->…