ଭିଡିଓ କଲିଂ ମାଧ୍ୟମରେ ନିର୍ବାଚନମଣ୍ଡଳୀର ସମସ୍ୟା ବୁଝିଲେ ଅରୁଣ

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣକୁମାର ସାହୁ ରବିବାର ଭିଡିଓ କଲିଂ ମାଧ୍ୟମରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ଜନସାଧାରଣଙ୍କ ସହିତ ସଂଶ୍ଳିଷ୍ଟ ହୋଇ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଛନ୍ତି । ମୁଖ୍ୟତଃ କରୋନା

ଓଡ଼ିଶା ପୁଲିସକୁ ବଡ଼ ସଫଳତା, କନ୍ଧମାଳରେ ମାଓବାଦୀ ଶିବିର ଧ୍ୱଂସ

ଓଡିଶା ପୋଲିସକୁ ମିଳିଛି ଏକ ବଡ଼ ସଫଳତା | କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ସମରବନ୍ଧା ଜଙ୍ଗଲ ଅଞ୍ଚଳରେ ଚାଲିଥିବା ଏକ ମାଓବାଦୀ ଶିବିରକୁ ଧ୍ବଂସ କରିଦେଇଛି ଓଡିଶା ପୋଲିସ | ପୋଲିସ ଡିଜିପି ଅଭୟଙ୍କ ନିର୍ଦ୍ଦେଶ ତଥା କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗୀତା ସିଂହଙ୍କର

ବର୍ଷାଦିନରେ ମର୍ଦ୍ଦରାଜପୁର ରାସ୍ତା ଅବସ୍ଥା ଶୋଚନୀୟ

By ସରୋଜ ଚୌଧୁରୀ  ଖଣ୍ଡପଡା, ୧/୦୭ : ବର୍ଷା  ପରେ ମର୍ଦ୍ଦରାଜପୁର ରାସ୍ତାରେ ୨ଫୁଟ ପାଣି ଜମି ରହୁଛି|ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ସାମାନ୍ଯ ବର୍ଷା ହେଲେ ଖଣ୍ଡପଡ଼ା-କଣ୍ଟିଲୋ ପୂର୍ତ୍ତି ବିଭାଗ ମୂଖ୍ଯ ରାସ୍ତାର ମର୍ଦ୍ଦରାଜପୁର ଛକ ଉପରେ ୨ ଫୁଟ ଉଚ୍ଚର ବର୍ଷାଜଳ ଜମି ରହୁଛି ।

ଦୁର୍ଦ୍ଦଶାରେ ବିଡି ଶ୍ରମିକ, ସରକାରୀ ସହାୟତା ଦାବି

By ସରୋଜ କୁମାର ଚୌଧୁରୀ ଖଣ୍ଡପଡା, ୧/୦୭: ଖଣ୍ଡପଡା ବ୍ଲକ ଅଧିନରେ ଥିବା ବିଭିନ୍ନ ଗ୍ରାମରେ ୩ହଜାରରୁ ଉର୍ଦ୍ଧ୍ବ ବିଡି ଶ୍ରମିକ ପରିବାର ରହିଛନ୍ତି। ପରିବାର ପ୍ରତିପୋଷଣ ନିମନ୍ତେ ଦୈନିକ ସେମାନେ ବିଡି ତିଆରି କରିଥାନ୍ତି । ଜଙ୍ଗଲରୁ କେନ୍ଦୁପତ୍ର

ବିନା ଭକ୍ତରେ ବାହୁଡା଼ଯାତ୍ରା

ଘୋଷଯାତ୍ରା ଭଳି ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ବାହୁଡା଼ଯାତ୍ରା | ବୁଧବାର ବାହୁଡା଼ ନିମନ୍ତେ ଶ୍ରୀକ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିନା ଭକ୍ତରେ ରଥ ଟଣାଯିବ । ତେଣୁ ଶୃଙ୍ଖଳା ରକ୍ଷା ପାଇଁ ମଙ୍ଗଳବାର ତିରିଶ ତାରିଖ ରାତି ୧୦ଟାରୁ ୨ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପୂରା

ଖଣ୍ଡପଡ଼ା ଚାଲିଛି ବେଆଇନ ପଥର ଖାଦନ, ପ୍ରଶାସନ ନିରବଦ୍ରଷ୍ଟା

By ସରୋଜ କୁମାର ଚୌଧୁରୀ   ଖଣ୍ଡପଡା, ୩୦/୦୬ : ପ୍ରାକୃତିକ  ସମ୍ପଦ ଘେରା ଖଣ୍ଡପଡ଼ା ଅଞ୍ଚଳର ଚାରିପଟେ  ପ୍ରାଚିର ଭାବରେ ଘେରି ରହିଛି ବିଶାଳ କାୟ ପର୍ବତ ମାଳା | ସତେ ଯେମିତି ରକ୍ଷା କବଚ ସଦୃଶ। ବିଶାଳକାୟ ପଥରରେ ଭରି ରହିଛି ଏହି ପର୍ବତ ମାଳା|  କିଛି ସ୍ବାର୍ଥଲୋଭୀ, ଅସାମାଜିକ

ଜୀବନ ଥିବା ପର୍ଯ୍ୟନ୍ତ ହକି ଖେଳୁଥିବି : ଡୋମିନିକ ଟୋପୋ

ଦେଖିବାକୁ ସେ ୨୫ ରୁ ୩୦ ବର୍ଷ ଯୁବା ଭଳି । ମନରେ ଅଦମ୍ୟ ସାହସ ଓ ଆଗ୍ରହ । ସ୍ୱପ୍ନ ଥିଲା ବଡ ଖେଳାଳି ହେବାକୁ କିନ୍ତୁ ସଠିକ୍ ପଥ ନ ମିଳିବାରୁ ଆଜି ସେ ମାଗଣାରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ନିଜ ସ୍ୱପ୍ନକୁ ସାକାର କରି ନଥିଲେ ମଧ୍ୟ ସେହି ସ୍ୱପ୍ନ ମାଧ୍ୟମରେ ଅନେକ ଛାତ୍ରଛାତ୍ରୀ

ଖଣ୍ଡପଡ଼ାରେ ବିଦ୍ୟୁତ ଗ୍ରୀଡ୍ ପ୍ରକଳ୍ପ ନେଇ ପ୍ରଶାସନ ତତ୍ପରତା

ଖଣ୍ଡପଡା, 28/06 (ସରୋଜ କୁମାର ଚୌଧୁରୀ): ‌ଖଣ୍ଡପଡ଼ା ସହର ଉପକଣ୍ଠ କଇଥପଲି ଗ୍ରାମ ନିକଟରେ ୧୫ଏକରରୁ ଉର୍ଦ୍ଧ ସରକାରୀ ଜମିରେ ବିଦ୍ୟୁତ ଗ୍ରୀଡ୍ ପ୍ରକଳ୍ପ (୨୨୦/୩୩କେଭି) ପ୍ରତିଷ୍ଠା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ

ହେରାପଞ୍ଚମୀରେ ମହାପ୍ରଭୁଙ୍କ ରଥ ଭାଙ୍ଗିଲେ ମା ଲକ୍ଷ୍ମୀ ଠାକୁରାଣୀ

ଖଣ୍ଡପଡା, 27/06:(ସରୋଜ କୁମାର ଚୌଧୁରୀ )ପ୍ରଭୁ ଜଗନ୍ନାଥ ନବଦିନାତ୍ମକ ଘୋଷଯାତ୍ରାରେ ନିଜର ପ୍ରାଣପ୍ରିୟା ପତ୍ନୀ ମା ଲକ୍ଷ୍ମୀଙ୍କୁ ଛାଡି ଜନ୍ମବେଦୀକୁ ଆସିଛନ୍ତି। ଏଇଥିପାଇଁ ମା ଠାକୁରାଣୀ ମହାପ୍ରଭୁଙ୍କ ଉପରେ ଅଭିମାନ କରିନ୍ତି । ମା ବିମଳାଙ୍କ ପରାମର୍ଶରେ ମୋହିନୀ ଚୁର୍ଣ୍ଣ ଧରି ମା