Daily Archives

April 16, 2024

ମଇଦାନରେ ଦିଲ୍ଲୀପ ରାୟ

ଦୀର୍ଘ ପାଞ୍ଚ ବର୍ଷର ବ୍ୟବଧାନ ପରେ ପୁଣି ଥରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ବରିଷ୍ଠ ରାଜନେତା ଓ ବିଶିଷ୍ଟ ବ୍ୟବସାୟୀ ଦିଲ୍ଲୀପ ରାୟ | ରାଉରକେଲା ବିଧାନସଭା ଆସନରୁ ଭାରତୀୟ ଜନତା ପାଟି ତାଙ୍କୁ ପ୍ରାର୍ଥୀ ଘୋଷଣା କରିଛି | ତାଙ୍କର କଡା ଟକ୍କରର ସମୁଖୀନ କରିବେ ବିଜେଡି ପ୍ରାର୍ଥୀ ତଥା