Daily Archives

July 9, 2026

ଇସ୍କନ ପକ୍ଷରୁ ଗଜପତି ମହାରାଜଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ ଦୁର୍ଭାଗ୍ୟଜନକ : ଖଣ୍ଡପଡ଼ା ରାଜା ସିଦ୍ଧାର୍ଥ ଶେଖର ସିଂହ…

ଭୁବନେଶ୍ୱର, ଜୁଲାଇ ୯: ବିଦେଶରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ପୁରୀ ଶ୍ରୀମନ୍ଦିରରେ ପାଳିତ ପାରମ୍ପରିକ ବୈଦିକ ତିଥି ଅନୁଯାୟୀ ଆୟୋଜନ କରିବା ପାଇଁ ପୁରୀ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ କରିଥିବା ଅନୁରୋଧକୁ ଇସ୍କନ ପ୍ରତ୍ୟାଖ୍ୟାନ କରିଥିବା ଘଟଣାକୁ ନେଇ ଗଭୀର ଦୁଃଖ ଓ କ୍ଷୋଭ