କାରିବିୟନ୍ ପ୍ରିମିୟର ଲିଗ୍ ପାଇଁ ସନ୍ନ୍ୟାସ ନେବେ ତାମ୍ବେ
ବିଦେଶୀ ପ୍ରିମିୟର ଲିଗ୍ରେ ଖେଳିବା ଖେଳାଳିଙ୍କ ପାଇଁ ସହଜ ନୁହେଁ, ଏଥିପାଇଁ ଖେଳାଳିଙ୍କୁ ସନ୍ନ୍ୟାସ ନେବାକୁ ପଡ଼ିଥାଏ । ଏପରି ଜଣେ ଭାରତୀୟ କ୍ରିକେଟର ତଥା ସ୍ପିନର୍ ପ୍ରବୀଣ ତାମ୍ବେ କାରିବିୟନ୍ ପ୍ରିମିୟର ଲିଗ୍ (ସିପିଏଲ) ପାଇଁ ସନ୍ନ୍ୟାସ ନେବେ ବୋଲି ଏକ ରିପୋର୍ଟରୁ ଜଣାପଡିଛି ।
!-->!-->!-->…