Browsing Category

ରାଜ୍ୟ

ମାଡି ଚାଲିଛି ମହାନଦୀ: ନାହିଁ ଲାଇଫଜ୍ୟାକେଟ, ବୋଟ ବି କଣା : ଖଣ୍ଡପଡା ବନ୍ୟାଞ୍ଚଳ ସ୍ଥିତି ପରଖିଲେ ପୂର୍ବତନ…

ରାଜ୍ୟରେ ବନ୍ୟାସ୍ଥିତି ସଂଗୀନ ହୋଇ ପଡ଼ିଥିବା ବେଳେ ପାଣି ଘେvରରେ ଆଠ ଲକ୍ଷରୁ ଅଧିକ ଲୋକ ଫସି ରହିଛନ୍ତି | ମହାନଦୀରେ ମଧ୍ୟ ବନ୍ୟା ଆସିଥିବା ବେଳେ ନୟାଗଡ ଜିଲ୍ଲା ଖଣ୍ଡପଡା ନିର୍ବାଚନମଣ୍ଡଳୀ ଅଧିକ କ୍ଷତିଗ୍ରସ୍ତ ହୋଇପଡିଛି | ଏଭଳି ବିପଦସଂକୁଳ ପରିସ୍ଥିତିରେ ନିଜ ଲୋକମାନଙ୍କ ନିକଟରେ

ଜଟଣୀ ବିଧାୟକଙ୍କ କୋଭିଡ ନିୟମ ଉଲ୍ଲଂଘନ

ଭୁବନେଶ୍ୱର, ୨୪/୦୮ : ଓଡ଼ିଶାରେ ପ୍ରତ୍ୟେକ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଜନସାଧାରଣ ସଚେତନ ରହିବା ପାଇଁ ବାରମ୍ବାର ନିବେଦନ କରାଯାଉଛି । ରାଜ୍ୟ ସରକାର, ପୋଲିସ୍‌ ଓ ସ୍ୱାସ୍ଥ୍ୟ ବିଭାଗ ସମସ୍ତେ କୋଭିଡ ନିୟମ ପାଳନ ଓ ସାମାଜିକ ଦୂରତା

କରୋନା ମୁକାବିଲାରେ ଆଗଧାଡିରେ ସୋଆ, ୨୦୦୦ ରୁ ଉର୍ଦ୍ଧ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସା କେନ୍ଦ୍ରରେ ଚାଲିଛି…

ଭୁୁବନେଶ୍ୱର, ୭/୮ : ସାରା ବିଶ୍ୱ ଏବେ କରୋନା ମହାମାରୀର କବଳରେ ଆଜି ଆତଙ୍କିତ । ଅଦୃଶ୍ୟ ଶତ୍ରୁର ଭୟରେ ଭୟଭୀତ ସାରା ବିଶ୍ୱବାସୀ । ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆମେରିକା, ଇଟାଲୀ ଓ ବ୍ରାଜିଲ୍‌ ଭଳି ବଡ଼ ବଡ଼ ଦେଶ ସମେତ ଭାରତ ଏପରିକି ସାରା

ସମ ହସ୍ପିଟାଲରେ କୋଭିଡ 19 ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ

କରୋନା ମହାମାରୀର ମୁକାବିଲା କରିବା ନିମନ୍ତେ କୋଭିଡ-19 ଭ୍ୟାକସିନର ମାନବ ପରୀକ୍ଷଣ ସୋମବାର ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହୋଇଛି |ସମ ହସ୍ପିଟାଲରେ ଏହି ପରୀକ୍ଷଣ ନିମନ୍ତେ ଗତ 20 ତାରିଖରେ ଆରମ୍ଭ ହୋଇଥିବା ପ୍ରିଭେନଟିଭ ଆଣ୍ଡ ଥେରାପିଉଟିକ

ଶୌଚାଳୟ ନିର୍ମାଣରେ ମହାଦୁର୍ନୀତି ପ୍ରସଙ୍ଗ : ଭିଜିଲାନ୍ସ ଓ ଜିଲ୍ଲାପାଳ ସ୍ତରରେ ତଦନ୍ତ ଦାବୀ କଲେ ସିଦ୍ଧାର୍ଥ

ଖଣ୍ଡପଡା, 24/07: ଗାଁ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ସ୍ୱଚ୍ଛ ଭାରତ ମିଶନ ଜରିଆରେ ପ୍ରତିଘରେ ଶୌଚାଳୟ ନିର୍ମାଣ ପାଇଁ ଯୋଜନା କରାଯାଇଛି |ପାଇଖାନା ତିଆରି ନିମନ୍ତେ ପ୍ରତି ହିତାଧିକାରୀଙ୍କୁ ବାର ହଜାର ଟଙ୍କା ଲେଖାଏଁ ଅନୁଦାନ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି | ତେବେ କେତେକ

ସଂରକ୍ଷୀତ ରହିବ ମହାପ୍ରଭୁଙ୍କ ତିନି ରଥ

ଚଳିତବର୍ଷ ଶ୍ରୀକ୍ଷେତ୍ରରେ ତିନି ଠାକୁରଙ୍କ ଘୋଷଯାତ୍ର ନିମନ୍ତେ ନିର୍ମାଣ ହୋଇଥିବା ତିନି ରଥକୁ ସଂରକ୍ଷୀତ ରଖାଯିବ| ଏନେଇ ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ଗୁରୁତ୍ୱ ପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି | ମହାରଣା, ଭୋଇ ସେବାୟତ ମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ