ବିଭିନ୍ନ ତାରିଖରେ ପଠାଣି ସାମନ୍ତଙ୍କ ଜୟନ୍ତୀ ପାଳନ ଏକ ଭୁଲ୍ ପରମ୍ପରା, ଏହି ପରମ୍ପରାର ସଂଶୋଧନ କରାଯାଉ: ସିଦ୍ଧାର୍ଥ
ପବିତ୍ର ପୌଷ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଅନୁଯାୟୀ ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କର ୧୮୭ ତମ ଜନ୍ମ ଜୟନ୍ତୀ ତାଙ୍କର ଜନ୍ମଭୂମି ଖଣ୍ଡପଡାଗଡ଼ ଠାରେ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ “ମୁଁ ବଘେଲ୍” ପକ୍ଷରୁ ଗତ ଡିସେମ୍ବର ୨୭ ତାରିଖ ଦିନ ପାଳିତ ହୋଇଯାଇଛି । ଜନ୍ମ!-->…