Browsing Category
ରାଜ୍ୟ
SOA CHOSEN FOR TOP AICTE INSTITUTED NATIONAL AWARD FOR ROLE IN COMBATING COVID-19
The Siksha
‘O’ Anusandhan Deemed to be University here was on Thursday picked as the best
institution of higher education in the country to be conferred with the
‘Utkrisht Sansthan Vishwakarma Award’ instituted by the All India Council for!-->…
SECOND PHASE OF COVAXIN HUMAN TRIAL BEING PLANNED AT SUM HOSPITAL
Preparations are underway at the Institute of Medical Sciences and SUM Hospital here for the commencement of the second phase of the human clinical trial of ‘Covaxin’, India’s indigenous Covid-19 vaccine.
!-->!-->!-->…
ମାଡି ଚାଲିଛି ମହାନଦୀ: ନାହିଁ ଲାଇଫଜ୍ୟାକେଟ, ବୋଟ ବି କଣା : ଖଣ୍ଡପଡା ବନ୍ୟାଞ୍ଚଳ ସ୍ଥିତି ପରଖିଲେ ପୂର୍ବତନ…
ରାଜ୍ୟରେ ବନ୍ୟାସ୍ଥିତି ସଂଗୀନ ହୋଇ ପଡ଼ିଥିବା ବେଳେ ପାଣି ଘେvରରେ ଆଠ ଲକ୍ଷରୁ ଅଧିକ ଲୋକ ଫସି ରହିଛନ୍ତି | ମହାନଦୀରେ ମଧ୍ୟ ବନ୍ୟା ଆସିଥିବା ବେଳେ ନୟାଗଡ ଜିଲ୍ଲା ଖଣ୍ଡପଡା ନିର୍ବାଚନମଣ୍ଡଳୀ ଅଧିକ କ୍ଷତିଗ୍ରସ୍ତ ହୋଇପଡିଛି | ଏଭଳି ବିପଦସଂକୁଳ ପରିସ୍ଥିତିରେ ନିଜ ଲୋକମାନଙ୍କ ନିକଟରେ!-->…
ଜଟଣୀ ବିଧାୟକଙ୍କ କୋଭିଡ ନିୟମ ଉଲ୍ଲଂଘନ
ଭୁବନେଶ୍ୱର, ୨୪/୦୮ : ଓଡ଼ିଶାରେ ପ୍ରତ୍ୟେକ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଜନସାଧାରଣ ସଚେତନ ରହିବା ପାଇଁ ବାରମ୍ବାର ନିବେଦନ କରାଯାଉଛି । ରାଜ୍ୟ ସରକାର, ପୋଲିସ୍ ଓ ସ୍ୱାସ୍ଥ୍ୟ ବିଭାଗ ସମସ୍ତେ କୋଭିଡ ନିୟମ ପାଳନ ଓ ସାମାଜିକ ଦୂରତା!-->…
SOA FOUNDER PRESIDENT HONOURED WITH RUCHI DESH GOURAV SAMMAN
Prof. Manojranjan Nayak, Founder President of the Siksha ‘O’ Anusandhan Deemed to be University, has been honoured with the prestigious ‘Ruchi Desh Gourav Samman’ here on Thursday.
!-->!-->!-->…
SOA RESEARCHERS HELP IDENTIFY 73 NOVEL VARIANTS OF COVID-19 STRAIN
A team of genomic researchers from CSIR-Institute of Genomics and Integrative Biology (IGIB), New Delhi and Institute of Medical Sciences and SUM Hospital here has identified 73 novel variants of the Covid-19 strain for the first time.!-->!-->!-->…
କରୋନା ମୁକାବିଲାରେ ଆଗଧାଡିରେ ସୋଆ, ୨୦୦୦ ରୁ ଉର୍ଦ୍ଧ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସା କେନ୍ଦ୍ରରେ ଚାଲିଛି…
ଭୁୁବନେଶ୍ୱର, ୭/୮ : ସାରା ବିଶ୍ୱ ଏବେ କରୋନା ମହାମାରୀର କବଳରେ ଆଜି ଆତଙ୍କିତ । ଅଦୃଶ୍ୟ ଶତ୍ରୁର ଭୟରେ ଭୟଭୀତ ସାରା ବିଶ୍ୱବାସୀ । ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆମେରିକା, ଇଟାଲୀ ଓ ବ୍ରାଜିଲ୍ ଭଳି ବଡ଼ ବଡ଼ ଦେଶ ସମେତ ଭାରତ ଏପରିକି ସାରା!-->…
SOA STUDENTS WIN NATIONWIDE SMART INDIA HACKATHON-2020 CONTEST
A six-member team comprising students
of the Institute of Technical Education and Research (ITER), faculty of
engineering and technology of the SOA Deemed to be University here, has won the
Smart India Hackathon (SIH)-2020 contest this!-->…
SOA ENGINEERING STUDENTS SHINE IN FLIPKART GRiD ROBOTICS CHALLENGE
As the world locked itself behind closed doors to combat Coronavirus,
five students of the faculty of engineering and technology of SOA Deemed to be
University utilized the time to come up with a remarkable performance to qualify
for!-->…
ସମ ହସ୍ପିଟାଲରେ କୋଭିଡ 19 ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ
କରୋନା ମହାମାରୀର ମୁକାବିଲା କରିବା ନିମନ୍ତେ କୋଭିଡ-19 ଭ୍ୟାକସିନର ମାନବ ପରୀକ୍ଷଣ ସୋମବାର ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହୋଇଛି |ସମ ହସ୍ପିଟାଲରେ ଏହି ପରୀକ୍ଷଣ ନିମନ୍ତେ ଗତ 20 ତାରିଖରେ ଆରମ୍ଭ ହୋଇଥିବା ପ୍ରିଭେନଟିଭ ଆଣ୍ଡ ଥେରାପିଉଟିକ!-->…