Browsing Category
ରାଜ୍ୟ
ଭିଡିଓ କଲିଂ ମାଧ୍ୟମରେ ନିର୍ବାଚନମଣ୍ଡଳୀର ସମସ୍ୟା ବୁଝିଲେ ଅରୁଣ
ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣକୁମାର ସାହୁ ରବିବାର ଭିଡିଓ କଲିଂ ମାଧ୍ୟମରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ଜନସାଧାରଣଙ୍କ ସହିତ ସଂଶ୍ଳିଷ୍ଟ ହୋଇ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଛନ୍ତି । ମୁଖ୍ୟତଃ କରୋନା!-->…
IMS AND SUM HOSPITAL CHOSEN BY ICMR FOR INDIA’S FIRST COVID-19 VACCINE TRIAL
Bhubaneswar, July 2: The Institute of Medical Sciences and SUM Hospital, faculty of medical sciences of the SOA Deemed to be University here, has been chosen by the Indian Council for Medical Research (ICMR) for undertaking human!-->…
ଓଡ଼ିଶା ପୁଲିସକୁ ବଡ଼ ସଫଳତା, କନ୍ଧମାଳରେ ମାଓବାଦୀ ଶିବିର ଧ୍ୱଂସ
ଓଡିଶା ପୋଲିସକୁ ମିଳିଛି ଏକ ବଡ଼ ସଫଳତା | କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ସମରବନ୍ଧା ଜଙ୍ଗଲ ଅଞ୍ଚଳରେ ଚାଲିଥିବା ଏକ ମାଓବାଦୀ ଶିବିରକୁ ଧ୍ବଂସ କରିଦେଇଛି ଓଡିଶା ପୋଲିସ |
ପୋଲିସ ଡିଜିପି ଅଭୟଙ୍କ ନିର୍ଦ୍ଦେଶ ତଥା କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗୀତା ସିଂହଙ୍କର!-->!-->!-->…
ବର୍ଷାଦିନରେ ମର୍ଦ୍ଦରାଜପୁର ରାସ୍ତା ଅବସ୍ଥା ଶୋଚନୀୟ
By ସରୋଜ ଚୌଧୁରୀ
ଖଣ୍ଡପଡା, ୧/୦୭ : ବର୍ଷା ପରେ ମର୍ଦ୍ଦରାଜପୁର ରାସ୍ତାରେ ୨ଫୁଟ ପାଣି ଜମି ରହୁଛି|ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ସାମାନ୍ଯ ବର୍ଷା ହେଲେ ଖଣ୍ଡପଡ଼ା-କଣ୍ଟିଲୋ ପୂର୍ତ୍ତି ବିଭାଗ ମୂଖ୍ଯ ରାସ୍ତାର ମର୍ଦ୍ଦରାଜପୁର ଛକ ଉପରେ ୨ ଫୁଟ ଉଚ୍ଚର ବର୍ଷାଜଳ ଜମି ରହୁଛି ।!-->!-->!-->…
ଦୁର୍ଦ୍ଦଶାରେ ବିଡି ଶ୍ରମିକ, ସରକାରୀ ସହାୟତା ଦାବି
By ସରୋଜ କୁମାର ଚୌଧୁରୀ
ଖଣ୍ଡପଡା, ୧/୦୭: ଖଣ୍ଡପଡା ବ୍ଲକ ଅଧିନରେ ଥିବା ବିଭିନ୍ନ ଗ୍ରାମରେ ୩ହଜାରରୁ ଉର୍ଦ୍ଧ୍ବ ବିଡି ଶ୍ରମିକ ପରିବାର ରହିଛନ୍ତି। ପରିବାର ପ୍ରତିପୋଷଣ ନିମନ୍ତେ ଦୈନିକ ସେମାନେ ବିଡି ତିଆରି କରିଥାନ୍ତି । ଜଙ୍ଗଲରୁ କେନ୍ଦୁପତ୍ର!-->!-->!-->…
ବିନା ଭକ୍ତରେ ବାହୁଡା଼ଯାତ୍ରା
ଘୋଷଯାତ୍ରା ଭଳି ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ବାହୁଡା଼ଯାତ୍ରା | ବୁଧବାର ବାହୁଡା଼ ନିମନ୍ତେ ଶ୍ରୀକ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିନା ଭକ୍ତରେ ରଥ ଟଣାଯିବ । ତେଣୁ ଶୃଙ୍ଖଳା ରକ୍ଷା ପାଇଁ ମଙ୍ଗଳବାର ତିରିଶ ତାରିଖ ରାତି ୧୦ଟାରୁ ୨ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପୂରା!-->…
ଖଣ୍ଡପଡ଼ା ଚାଲିଛି ବେଆଇନ ପଥର ଖାଦନ, ପ୍ରଶାସନ ନିରବଦ୍ରଷ୍ଟା
By ସରୋଜ କୁମାର ଚୌଧୁରୀ
ଖଣ୍ଡପଡା, ୩୦/୦୬ : ପ୍ରାକୃତିକ ସମ୍ପଦ ଘେରା ଖଣ୍ଡପଡ଼ା ଅଞ୍ଚଳର ଚାରିପଟେ ପ୍ରାଚିର ଭାବରେ ଘେରି ରହିଛି ବିଶାଳ କାୟ ପର୍ବତ ମାଳା | ସତେ ଯେମିତି ରକ୍ଷା କବଚ ସଦୃଶ। ବିଶାଳକାୟ ପଥରରେ ଭରି ରହିଛି ଏହି ପର୍ବତ ମାଳା| କିଛି ସ୍ବାର୍ଥଲୋଭୀ, ଅସାମାଜିକ!-->!-->!-->…
ଖଣ୍ଡପଡ଼ାରେ ବିଦ୍ୟୁତ ଗ୍ରୀଡ୍ ପ୍ରକଳ୍ପ ନେଇ ପ୍ରଶାସନ ତତ୍ପରତା
ଖଣ୍ଡପଡା, 28/06 (ସରୋଜ କୁମାର ଚୌଧୁରୀ): ଖଣ୍ଡପଡ଼ା ସହର ଉପକଣ୍ଠ କଇଥପଲି ଗ୍ରାମ ନିକଟରେ ୧୫ଏକରରୁ ଉର୍ଦ୍ଧ ସରକାରୀ ଜମିରେ ବିଦ୍ୟୁତ ଗ୍ରୀଡ୍ ପ୍ରକଳ୍ପ (୨୨୦/୩୩କେଭି) ପ୍ରତିଷ୍ଠା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ!-->…
ହେରାପଞ୍ଚମୀରେ ମହାପ୍ରଭୁଙ୍କ ରଥ ଭାଙ୍ଗିଲେ ମା ଲକ୍ଷ୍ମୀ ଠାକୁରାଣୀ
ଖଣ୍ଡପଡା, 27/06:(ସରୋଜ କୁମାର ଚୌଧୁରୀ )ପ୍ରଭୁ ଜଗନ୍ନାଥ ନବଦିନାତ୍ମକ ଘୋଷଯାତ୍ରାରେ ନିଜର ପ୍ରାଣପ୍ରିୟା ପତ୍ନୀ ମା ଲକ୍ଷ୍ମୀଙ୍କୁ ଛାଡି ଜନ୍ମବେଦୀକୁ ଆସିଛନ୍ତି। ଏଇଥିପାଇଁ ମା ଠାକୁରାଣୀ ମହାପ୍ରଭୁଙ୍କ ଉପରେ ଅଭିମାନ କରିନ୍ତି । ମା ବିମଳାଙ୍କ ପରାମର୍ଶରେ ମୋହିନୀ ଚୁର୍ଣ୍ଣ ଧରି ମା!-->…
ରାଜନୀତିରେ ସବୁ ସମ୍ଭବ, ବହିଷ୍କାର ଆଦେଶ ଉଠାଇଦେଲେ ମୁଁ ବିଜେଡିର : ଦାମ ରାଉତ
ମୁଁ ବିଜେଡିରୁ ଅଲଗା ନୁହେଁ | ଦଳ ମୋତେ ବହିଷ୍କାର କରିଦେଇଥିଲା | ବହିଷ୍କାର ଆଦେଶ ଉଠାଇଦେଲେ ମୁଁ ବିଜେଡିର| ପରିଣତ ବୟସରେ ମୁଁ ବିଜେଡ଼ରେ ସାମିଲ ହେବାକୁ ଚାହୁଁଚି | ରାଜନୀତିରେ ସବୁକିଛି ସମ୍ଭବ | ମୁଁ ବିଜେଡିର କର୍ମୀ ଓ ସମର୍ଥକ ହୋଇ ରହିବାକୁ ଚାହେଁ | ନିଜର ରାଜନୈତିକ ଜୀବନକୁ ଆଗକୁ!-->…