Browsing Category
ରାଜ୍ୟ
ହେରାପଞ୍ଚମୀରେ ମହାପ୍ରଭୁଙ୍କ ରଥ ଭାଙ୍ଗିଲେ ମା ଲକ୍ଷ୍ମୀ ଠାକୁରାଣୀ
ଖଣ୍ଡପଡା, 27/06:(ସରୋଜ କୁମାର ଚୌଧୁରୀ )ପ୍ରଭୁ ଜଗନ୍ନାଥ ନବଦିନାତ୍ମକ ଘୋଷଯାତ୍ରାରେ ନିଜର ପ୍ରାଣପ୍ରିୟା ପତ୍ନୀ ମା ଲକ୍ଷ୍ମୀଙ୍କୁ ଛାଡି ଜନ୍ମବେଦୀକୁ ଆସିଛନ୍ତି। ଏଇଥିପାଇଁ ମା ଠାକୁରାଣୀ ମହାପ୍ରଭୁଙ୍କ ଉପରେ ଅଭିମାନ କରିନ୍ତି । ମା ବିମଳାଙ୍କ ପରାମର୍ଶରେ ମୋହିନୀ ଚୁର୍ଣ୍ଣ ଧରି ମା!-->…
ରାଜନୀତିରେ ସବୁ ସମ୍ଭବ, ବହିଷ୍କାର ଆଦେଶ ଉଠାଇଦେଲେ ମୁଁ ବିଜେଡିର : ଦାମ ରାଉତ
ମୁଁ ବିଜେଡିରୁ ଅଲଗା ନୁହେଁ | ଦଳ ମୋତେ ବହିଷ୍କାର କରିଦେଇଥିଲା | ବହିଷ୍କାର ଆଦେଶ ଉଠାଇଦେଲେ ମୁଁ ବିଜେଡିର| ପରିଣତ ବୟସରେ ମୁଁ ବିଜେଡ଼ରେ ସାମିଲ ହେବାକୁ ଚାହୁଁଚି | ରାଜନୀତିରେ ସବୁକିଛି ସମ୍ଭବ | ମୁଁ ବିଜେଡିର କର୍ମୀ ଓ ସମର୍ଥକ ହୋଇ ରହିବାକୁ ଚାହେଁ | ନିଜର ରାଜନୈତିକ ଜୀବନକୁ ଆଗକୁ!-->…
ଖଣ୍ଡପଡ଼ା ଅଞ୍ଚଳରେ ସାପ ଆତଙ୍କ, ଲୋକେ ଭୟଭୀତ
ଖଣ୍ଡପଡ଼ା, 27/06 (ସରୋଜ କୁମାର ଚୌଧୁରୀ): ଖଣ୍ଡପଡା ବ୍ଳକ ଅଞ୍ଚଳରେ ବିଷଧର ସାପଙ୍କ ଚଳପ୍ରଚଳ ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ବେଶ ଭୟଭୀତ ହୋଇପଡିଛନ୍ତି ।
ବଣ ପାହାଡ ଘେରା ଖଣ୍ଡପଡ଼ା ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲରେ ରହୁଥିବା ବିଷଧର ସାପ ଗୁଡିକ ଦିନ ଓ ରାତି ସବୁ ସମୟରେ ଜନବସତି!-->!-->!-->…
ସିଧାମୂଳା ମହାନଦୀ ଘାଟରୁ କୁମ୍ଭୀର ଛୁଆ ଉଦ୍ଧାର
ଖଣ୍ଡପଡ଼ା, 27/06 (ସରୋଜ କୁମାର ଚୌଧୁରୀ ): ଖଣ୍ଡପଡା ବ୍ଳକ ଅଧିନ ସିଧାମୂଳା ନିକଟସ୍ଥ ମହାନଦୀ ଘାଟରୁ ଏକ କୁମ୍ଭୀର ଛୁଆ ଉଦ୍ଧାର ହୋଇଛି | ଶୁକ୍ରବାର ସକାଳେ ମାଛ ମାରୁଥିବା ବେଳେ ସ୍ଥାନୀୟ ବାସିନ୍ଦା ଶ୍ୟାମସୁନ୍ଦର ସାହୁଙ୍କ ଜାଲରେ ଏକ ଛୁଆ ଗମୁଆ କୁମ୍ଭୀର ଧରାପଡିଥିଲା।
ସ୍ଥାନୀୟ!-->!-->!-->…
କୁସୁମୀ ମାଳବନ୍ଧ ରାସ୍ତା ଶୋଚନୀୟ ବଢୁଛି ଜନଅସନ୍ତୋଷ
By
ସରୋଜ କୁମାର ଚୌଧୁରୀ
ଖଣ୍ଡପଡା, ୨୬/୦୬:ଖଣ୍ଡପଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ କୁସୁମୀ ମାଳବନ୍ଧ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଜନଅସନ୍ତୋଷ ଦେଖିବାକୁ ମିଳୁଛି ।
ଖଣ୍ଡପଡ଼ା-ଭାପୁର ପୂର୍ତ୍ତ!-->!-->!-->!-->!-->…
ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲେ ରୁପା ଗାଙ୍ଗୁଲି ଓ ଶେଖର ସୁମନ
ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ସାଂସଦ ତଥା ଅଭିନେତ୍ରୀ ରୂପ ଗାଙ୍ଗୁଲି | ରୁପା ସୁଶାନ୍ତଙ୍କ
ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଟ୍ୱିଟରରେ ସୁଶାନ୍ତଙ୍କର ଏକ ଫୋଟୋ ସେୟାର କରି ସିବିଆଇ
ଫର ସୁଶାନ୍ତ ବୋଲି!-->…
ଶରଧାବାଲିରେ ମହାପ୍ରଭୁ
ଭାଇ ଭଉଣୀଙ୍କୁ ଧରି ରତ୍ନବେଦୀରୁ ଜନ୍ମବେଦୀ ବାହାରିଥିବା ମହାପ୍ରଭୁ ଶରଧାବାଲିରେ ପହଂଚିଛନ୍ତି | ମା ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଛାଡି ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଘୋଷଯାତ୍ରାରେ ମାଉସୀ ଘରକୁ ଆସିଥିବା କାଳିଆଠାକୁର ଶରଧାବାଲିରେ ଅଟକିଛନ୍ତି |
ଚଳିତବର୍ଷ ବିନା!-->!-->!-->!-->!-->…
ରଥ ପଥ ପ୍ରସ୍ତୁତ…
ଦର୍ଶନ ଦେବେ ମହାପ୍ରଭୁ.. ରଥାରୁଢ଼ ହେବେ ଚତୁର୍ଦ୍ଧା ମୂର୍ତ୍ତି ।ବଡଦାଣ୍ଡରେ ଗଡିବ ତିନି ରଥ । ରଥଯାତ୍ରା ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଠାରୁ ଅନୁମତି ମିଳିବା ପରେ ଏବେ ଆରମ୍ଭ ହୋଇଯାଇଛି ଚୂଡାନ୍ତ ପ୍ରସ୍ତୁତି । ରାଜ୍ୟସରକାର, ଶ୍ରୀମନ୍ଦିର ପ୍ରଶାସନ ସମସ୍ତେ କାଳିଆ ଠାକୁରଙ୍କ ଯାତ୍ରାକୁ!-->…
ବଡଦାଣ୍ଡରେ ଗଡିବ ତିନି ରଥ….
ଶ୍ରୀକ୍ଷେତ୍ରରେ ଗଡିବ ମହାପ୍ରଭୁଙ୍କର ରଥ । ରଥାରୁଢ ହେବେ କାଳିଆ ଠାକୁର । ଚତୁର୍ଦ୍ଧାମୂର୍ତି ରଥରେ ଦେବେ ଦର୍ଶନ । ଯିବେ ମାଉସୀ ଘର । ବଡଦାଣ୍ଡରେ ତିନି ରଥ ଗଡିବା ନେଇ ଅନୁମତି ଦେଲେ ସୁପ୍ରିମ୍କୋର୍ଟ । କେବଳ ମହାପ୍ରଭୁଙ୍କ ମୂଳପୀଠ ପୁରୀରେ ରଥଯାତ୍ରା ପାଇଁ ମିଳିଲା ଅନୁମତି ।
୧୮!-->!-->!-->…
ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ପୁରୀ ଗଜପତି
ଚଳିତବର୍ଷ ଶ୍ରୀକ୍ଷେତ୍ରରେ ରଥଯାତ୍ରା ସମ୍ପାଦନ କରିବାନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁରୀ ଗଜପତି ମହାରାଜ| ପରିଚାଳନା କମିଟିର ନିଷ୍ପତି ଆଧାରରେ ଚିଠି ଲେଖିଲେ ଗଜପତି| ରାୟର ପୁନଃବିଚାର ନେଇ ସୁପ୍ରିମକୋର୍ଟ ଯିବାକୁ କଲେ ଅନୁରୋଧ| କୋଭିଡ ନିୟମ ଓ ସାମାଜିକ ଦୂରତା ରକ୍ଷାକରି!-->…