Browsing Category

ରାଜ୍ୟ

ସମ୍ ରୋଗୀଙ୍କ ପାଇଁ ଭରସାଯୋଗ୍ୟ ହସ୍ପିଟାଲ୍ : ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଚିକିତ୍ସା କ୍ଷେତ୍ରରେ ଗରିବ ଲୋକଙ୍କର ସାହାଭରସା ଭାବେ ଉଭା ହୋଇଛି ସମ୍ ହସ୍ପିଟାଲ୍ । କଟକର ଏସସିବି ଏବଂ ବ୍ରହ୍ମପୁରର ଏମକେସିଜି ମେଡିକାଲ୍ କଲେଜ ହସ୍ପିଟାଲ୍ ପରେ ରୋଗୀମାନେ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଉପରେ ଅଧିକ ଭରସା ଓ…

ପୂର୍ତ୍ତ ବିଭାଗର 5 ଟି

ପୂର୍ତ୍ତ ବିଭାଗରେ 5-ଟି : ଜାରି ହେଲା ନୂଆ ବଦଳି ନୀତି ତିନି ବର୍ଷରୁ ଅଧିକ ଗୋଟିଏ ସ୍ଥାନ ଓ ପଦବୀରେ ରହିବେନି ଯନ୍ତ୍ରୀ ନିଜ ଜିଲ୍ଲା ଓ ସବଡିଭିଜନରେ ମିଳିବନି ପୋଷ୍ଟିଂ ଭୁବନେଶ୍ବର () ପୂର୍ତ୍ତ ବିଭାଗରେ ଜାରି ହେବ ନୂଆ ବଦଳି ନୀତି । ପ୍ରସ୍ତାବିତ ଚୁଡାନ୍ତ ନୀତି ଏବେ ପ୍ରସ୍ତୁତ…

ସମ୍ ରେ ବିରଳ ଅସ୍ତ୍ରୋପଚାର ନୂତନ ପଦ୍ଧତିରେ ବାହାର କରାଗଲା ସବ୍ମାନଡିବୁଲାର ଗ୍ରନ୍ଥି

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜନମାନେ ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଦୁଇଜଣ ରୋଗୀଙ୍କ ପାଟି ଭିତରୁ ସଫଳତାର ସହ ନୂତନ ପଦ୍ଧତିରେ ସବମାଣ୍ଡିବୁଲାର ଗ୍ରନ୍ଥିକୁ ବାହାର କରିଛନ୍ତି ।…

ଖଣ୍ଡପଡା ର ପୂର୍ବତନ ରାଜାସାହେବ ହରିହର ସିଂହ ମର୍ଦ୍ଦରାଜଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ

ଖଣ୍ଡପଡା ଗଡଜାତ ର ରାଜାସାହେବ, ପୂର୍ବତନ ମନ୍ତ୍ରୀ ତଥା ଖଣ୍ଡପଡା ର ପୂର୍ବତନ ବିଧାୟକ ସ୍ବର୍ଗତ ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି | ଖଣ୍ଡପଡା ରାଜବାଟୀ ପରିସରରେ ସ୍ବର୍ଗତ ରାଜସାହେବଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି| …

ସୋଆରେ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍ ସଚେତନତା ଅଭିଯାନ

ଭୁବନେଶ୍ୱର, ୧୯/୯: ଯୁବପିଢ଼ିଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରାଇବା ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିଛି କମିଶନରେଟ ପୋଲିସ । ଏହି ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ର ଛାତ୍ରଛାତ୍ରୀମାନଙ୍କୁ ଗୁରୁବାର ଦିନ ପଥପ୍ରାନ୍ତ ନାଟକ ଜରିଆରେ ସଚେତନ…

ମାନସଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟ ସରକାରଙ୍କ ପରାମର୍ଶଦାତା ମାନସ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ସେ ଗଣମାଧ୍ୟମ ଓ ଲୋକ ସଂପର୍କ ପରାମର୍ଶଦାତା ଭାବେ ଦାୟିତ୍ବ ତୁଲାଇବେ । ମାନସଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାକୁ ମୁଖ୍ୟମନ୍ତ୍ରୀଙ୍କ…

ସରକାରଙ୍କୁ ଆମିକସ୍ କ୍ୟୁରିଙ୍କ କ୍ଲିନଚିଟ

ପୁରୀର ବିକାଶ ଘଟାଇବବା ଦିଗରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରଶଂସନୀୟ । ଏହା ଦ୍ୱାରା ଅଧିକରୁ ଅଧିକ ଲୋକଙ୍କ ଆଗମନ ହେବ। ପୁରୀକୁ ବିଶ୍ୱ ଐତିହ୍ୟରେ ସ୍ଥାନିତ କରିବାକୁ ଏହି ପ୍ରୟାସ ପ୍ରଶଂସନୀୟ। ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଠିକଠାକ ଚାଲିଛି। କାହା ସହ ଜବରଦସ୍ତି କରାଯାଇ ନାହିଁ। ଆପୋସ…