Browsing Category

ରାଜ୍ୟ

ନୂଆ ରୂପରେ ଶ୍ରୀକ୍ଷେତ୍ର

ରୂପାନ୍ତରିତ ପୂରୀର ନୂଆ ରୂପ । ଏବେ ମାତ୍ର କିଛି ଅଞ୍ଚଳକୁ ସଫା କରାଯାଇଛି । ଶ୍ରୀମନ୍ଦିରକୁ ଜଗି ରହିଥିବା ସୁଉଚ୍ଚ ମେଘନାଦ ପ୍ରାଚୀର ଗର୍ବର ସହ ମୁଣ୍ଡ ଟେକି ଛିଡା ହୋଇଛି । ପ୍ରସସ୍ତ ବଡଦାଣ୍ଡ ସାଙ୍ଗକୁ ଶ୍ରୀମନ୍ଦିରର ସ୍ପଷ୍ଟ ଚିତ୍ର ଦେଶର ଅନ୍ୟ କୌଣସି ଉନ୍ନତ ସହରର ଭ୍ରମ ସୃଷ୍ଟି…

ମିଡିଆ ଟାଇକୁନଙ୍କ ପାଇଁ ବିଜେଡି ମିଡିଆ ଟିମରେ ସ୍ଥାନ ନାହିଁ

ସେ ମିଡିଆ ଟାଇକୁନ୍, ନିଜର ଆଗଧାଡିର ସମ୍ବାଦ ପତ୍ର ଅଛି, ଟିଭି ଚ୍ୟାନେଲ୍ ଅଛି, ରେଡିଓ ବି ଅଛି । ଗଣମାଧ୍ୟମ ଜଗତରେ ତାଙ୍କର ବେଶ୍ ଦବଦବା ରହିଛି । ତେବେ ନିଜ ଦଳର ମିଡିଆ ଟିମରେ ତାଙ୍କ ପାଇଁ ସ୍ଥାନ ନାହିଁ । ଆମେ କହୁଛୁ ସାଂସଦରୁ ବିଧାୟକ ବନିଥିବା ଖଣ୍ଡପଡ଼ା ବିଧାୟକ…

ଶାରୀରିକ ବ୍ୟାୟାମରୁ ଦୂରରେ ଭୁବନେଶ୍ୱରର ୫୯ ପ୍ରତିଶତ ଲୋକ

ଭୁବନେଶ୍ୱର, ୦୩/୯: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ୧୦ ଲକ୍ଷରୁ ଅଧିକ । ତେବେ ରାଜଧାନୀ ବାସୀ ଶାରୀରିକ ଭାବେ ଚଂଚଳ ନୁହଁନ୍ତି । ଭୁବନେଶ୍ୱରର ୫୯ ପ୍ରତିଶତରୁ ଅଧିକ ଲୋକ ନିଜ ଶାରୀରକ ବ୍ୟାୟାମ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ରାଜଧାନୀର ଜନସଂଖ୍ୟାର ମାତ୍ର ୧୬ ପ୍ରତିଶତ…

ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟରେ କିଭଳି ରହିଛି ବନ୍ୟାଞ୍ଚଳର ସ୍ଥିତି | ଏହାର ସମୀକ୍ଷା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା କରିଥିବାବେଳେ ତାଙ୍କ ସହ କଳାହାଣ୍ଡି ବିଜେପି ସାଂସଦ ବସନ୍ତ ପଣ୍ଡା ଓ ବଲାଙ୍ଗୀର ସାଂସଦ…

ଦିନ ସାଢ଼େ ଗୋଟାଏ ସୁଦ୍ଧା ଆଠଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ଶନିବାର ପୂର୍ବାହ୍ନ ୧୦: ୩୦ ରୁ ୧: ୩୦ ମଧ୍ୟରେ ଆଠଟି ଜିଲ୍ଲାରେ ଘଡ଼ଘଡ଼ି ସହ ଅସରାଏ ଦୁଇ ଅସରା ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଥିବା କଥା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ଆଠଟି ଜିଲ୍ଲା ହେଉଛି। ମୟୂରଭଞ୍ଜ, ବାଲେଶ୍ୱର,…

ବଦଳିବ ସଚିବାଳୟର ନାଁ, ଜାଣନ୍ତୁ କ’ଣ ହେବ ନୂଆ ନାମ

ଭୁବନେଶ୍ବର- ବଦଳିବ ସଚିବାଳୟର ନାଁ । ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟର ନାଁ ବଦଳି ଲୋକସେବା ଭବନ ରଖାଯିବ । ଗୃହରେ ବିରୋଧୀ ବାରମ୍ବାର ସଚିବାଳୟର ନାମ ପରିବର୍ତ୍ତନ କରିବାକୁ ଦାବି ଉପସ୍ଥାପନ କରି ଆସୁଥିଲେ । କାହିଁକି…

ରସଗୋଲାକୁ ମିଳିଲା ଜିଆଇ ମାନ୍ୟତା

ଭୁବନେଶ୍ୱର- “ଓଡ଼ିଶା ରସଗୋଲା’’ କୁ ଭୌଗଳିକ ପରିଚୟ ମିଳିଛି । ଭାରତର ଭୌଗଳିକ ପରିଚିତି ରେଜିଷ୍ଟ୍ରୀ ଏନେଇ ସୋମବାରଦିନ ଆବଶ୍ୟକ ପ୍ରମାଣପତ୍ର ପ୍ରଦାନ କରିଛି । ଏହି ପ୍ରମାଣପତ୍ର ଓଡ଼ିଶା ସରକାରଙ୍କ କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉକ୍ରଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିଙ୍କ ନାମରେ ପ୍ରଦାନ…