Browsing Category

ରାଜ୍ୟ

ଦିବ୍ୟାଙ୍ଗ ଯୁବତୀଙ୍କ ଅନୁରୋଧ ରକ୍ଷା କଲେ ସୋଆ ଉପ-ସଭାପତି

ଜନ୍ମରୁ ଦୁଇ ହାତ ଅଚଳ ଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ ସହଯୋଗର ହାତ ବଢ଼ାଇଲେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପ-ସଭାପତି ତଥା ସୁମାରିୟଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶିକା ଶ୍ରୀମତି ଶାଶ୍ୱତୀ ଦାସ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳର ଭିନ୍ନକ୍ଷମ ଯୁବତୀ ଉର୍ବଶୀ ଦାସଙ୍କୁ

ଇଣ୍ଡିଆ ନୁହେଁ ଭାରତ: ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ

ଭାରତର ଦୁଇଟି ନାମ, ଇଣ୍ଡିଆ ଓ ଭାରତ| ତେବେ ବିଶ୍ୱର କୌଣସି ଦେଶର ଦୁଇଟି ନାମ ରହିବାର ପ୍ରାୟତଃ ନଜିର ନାହିଁ ତେଣୁ ଦୁଇଟି ନାମ ବଦଳରେ କେବଳ ଭାରତ ହିଁ ରଖାଯାଉ| ଏ ଦିଗରେ ସମ୍ବିଧାନରେ ସଂଶୋଧନ କରିବା ନେଇ ପ୍ରଚେଷ୍ଟା କରାଯିବ ଉଚିତ ବୋଲି କହିଛନ୍ତି ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ

ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ କଳିଙ୍ଗ ବିରାଙ୍ଗନା ସମ୍ମାନ ପ୍ରଦାନ ୱିମେନ୍ସ କାର୍ ର୍ୟାଲିର ୫ମ ସଂସ୍କରଣ…

ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଓ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ କଳିଙ୍ଗ ବୀରାଙ୍ଗନା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ସ୍ୱାସ୍ଥ୍ୟ, ସାହିତ୍ୟ, ସାମ୍ବାଦିକତା, ରାଜନୀତି, ସମାଜ ସେବା, ଶିକ୍ଷା ଓ ଅଭିନୟ କ୍ଷେତ୍ରରେ

ଭୋଟର ତାଲିକାରେ ନାହିଁ ବରିଷ୍ଠ ବିଜେପି ନେତା ବିନୋଦ ଦାସଙ୍କ ନାଁ ଗୁରୁବାର ହାଇକୋର୍ଟରେ ପୁର୍ଣ୍ଣାଙ୍ଗ ଶୁଣାଣୀ

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ଶ୍ରୀ ବିନୋଦ ଦାସଙ୍କ ନାଁ ଭୋଟର ତାଲିକାରୁ ବାଦ ପଡ଼ିଛିି । ଏହି ପ୍ରସଙ୍ଗକୁ ନେଇ ଶ୍ରୀ ଦାସ ଦାୟର କରିଥିବା ଆବେଦନର ପୁର୍ଣ୍ଣାଙ୍ଗ ଶୁଣାଣୀ ଗୁରୁବାର ହେବା ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ଦାସ ଆବେଦନ କରିଥିଲେ ମଧ୍ୟ ତାହାକୁ ଗ୍ରହଣ

ସୋଫଲ’ ବକ୍ତୃତାମାଳାର ରୌପ୍ୟ ଜୟନ୍ତୀ ପାଳିତ

ପୂର୍ବରୁ ଦୁଇଟି ଦେଶ ମଧ୍ୟରେ ସଂପର୍କର ସେତୁ ରାଜନୈତିକ ବାଧ୍ୟ ବାଧ୍ୟକତା ମଧ୍ୟରେ ଗଢ଼ି ଉଠୁଥିଲା । ବର୍ତମାନ କିନ୍ତୁ ପରିସ୍ଥିତି ଭିନ୍ନ । ଦେଶଗୁଡ଼ିକ ମଧ୍ୟରେ ବିଶେଷତଃ ଭାରତ ସହିତ ଅନ୍ୟ ଦେଶଗୁଡ଼ିକର ସଂପର୍କର ଆଧାର ଅର୍ଥନୈତିକ ଓ ଶକ୍ତି କୂଟନୀତି ଦ୍ୱାରା ନିର୍ଦ୍ଧାରିତ ହେଉଛି ବୋଲି